Browsing Category
Regional
ଉର୍ମିଳା ମାତୋଣ୍ଡକର ଅଭିନୟ ପାଇଁ ନୁହେଁ, ‘ସପ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା: କଙ୍ଗନା ରାଣାୱତ୍
ମୁମ୍ବାଇ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବଲିଉଡରେ ‘ନେପୋଟିଜିମ୍’ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ଗୋଟିଏ ପରେ ଗୋଟିଏ ବିବୃତ୍ତି ଦେବାରେ ଲାଗିଛନ୍ତି। ପ୍ରଥମେ ନେପୋଟିଜିମ୍ କୁ ନେଇ କଙ୍ଗନା ସ୍ବର ଉତ୍ତୋଳନ କରିଥିବା ବେଳେ ପରେ ଡ୍ରଗ୍ସକୁ ନେଇ କହିବା ଆରମ୍ଭ!-->…
ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କ ସୂଚନା: କୋଭିଡ୍-୧୯ ଟିକା ୨୦୨୧ ଆରମ୍ଭରୁ ଭାରତରେ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ୨୦୨୧ ବର୍ଷ ଆରମ୍ଭ ବେଳକୁ ଭାରତରେ କୋଭିଡ୍-୧୯ ଟିକା ଉପଲବ୍ଧ କରାଯିବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟସଭାରେ ଡଃ ହର୍ଷବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି।!-->…
‘ଅଟଳ ଟନେଲ’: ବିଶ୍ୱର ସର୍ବବୃହତ ରାଜପଥ ସୁଡ଼ଙ୍ଗର ନିର୍ମାଣ ଶେଷ – ଚଳିତ ମାସରେ ଲୋକାର୍ପଣ କରିବେ…
ମନାଲି/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ମନାଲିକୁ ଲେହ ସହ ସଂଯୋଗ କରୁଥିବା ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୧୦ ହଜାର ଫୁଟରୁ!-->…
ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ କଳାହାଣ୍ଡିର ଇଷ୍ଟଦେବୀ ମାଁ’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା
ଭବାନୀପାଟଣା,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯: ଚଳିତ ବର୍ଷ ଭବାନୀପାଟଣାରେ କଳାହାଣ୍ଡିର ଇଷ୍ଟଦେବୀ ମାଁ' ମାଣିକେଶ୍ୱରୀଙ୍କ ପବିତ୍ର ଛତର୍ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। ଆସନ୍ତା ମାସ ୨୪ ତାରିଖରେ ଛତର୍ ଯାତ୍ରା ଅନୁଷ୍ଠିତ ହେବ।
ଜିଲ୍ଲାପାଳଙ୍କ!-->!-->!-->!-->!-->…
ଆଜି ପବିତ୍ର ମହାଳୟା: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜି ‘ଧବଳମୁଖୀ ବେଶ’ ବା…
ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଆଜି ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ୱତୀ ବେଶ ବୋଲି ମଧ୍ୟ କୁହାଯାଏ। ଗୁରୁବାର ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ!-->…
ବରିଷ୍ଠ ବିଜେପି ନେତା ଆଶୋକ ସାହୁଙ୍କ ପରଲୋକ
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବରିଷ୍ଠ ବିଜେପି ନେତା ତଥା ଅବସର ପ୍ରାପ୍ତ ଆଇପିଏସ ଅଫିସର ଆଶୋକ ସାହୁଙ୍କ ଆଜି ପରଲୋକ ହୋଇଛି। କଟକ ପିଠାପୁରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ!-->…
ଭାରତକୁ ୧୦କୋଟି କରୋନା ଟିକା ଡୋଜ ବିକିବ ରୁଷ୍
ମସ୍କୋ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଭାରତକୁ ୧୦କୋଟି କରୋନା ଟିକା ‘ସ୍ପୁଟିନିକ-ଭି’ ବିକ୍ରି କରିବ ରୁଷ୍। ରୁଷର ସଭରେନ ୱେଲଥ୍ ଫଣ୍ଡ ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଡକ୍ଟର ରେଡ୍ଡିକୁ ଏହି ଟିକା ବିକ୍ରି କରିବାକୁ ସମ୍ମତି ପ୍ରକାଣ କରିଛି। ଏଥିପାଇଁ ରୁଷର!-->…
ସେପ୍ଟେମ୍ବର ୩୦ ରେ ବାବ୍ରୀ ମସ୍ଜିଦ୍ ଭଙ୍ଗା ମାମଲା ରାୟ
ନୂଆଦିଲ୍ଲୀ/ଲକ୍ଷ୍ନୌ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବାବ୍ରୀ ମସ୍ଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣୀ, ମୁରଲୀମନୋହର ଯୋଶୀ,!-->…
ମୃତ୍ୟୁ ଏମିତି ବି ଆସେ ? ଡ୍ୟୁଟି ସମୟରେ ଟଳି ପଡିଲେ ସଫେଇ କର୍ମଚାରୀ
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଏମିତି ବି ଆସେ ମୃତ୍ୟୁ । କରୋନା ପରିସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଥିବାବେଳେ ସେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ୭୦ ବର୍ଷ ବୟସରେ ମଧ୍ୟ ବିଏମ୍ସିର ଜଣେ ସଫେଇ କର୍ମଚାରୀ ଭାବେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ!-->…
ନୂତନ ସଂସଦ ଭବନ ନିର୍ମାଣ ଲାଗି ‘ଟାଟା ପ୍ରୋଜେକ୍ଟସ ଲିମିଟେଡ୍’କୁ ମିଳିଲା ୮୬୧ କୋଟି ଟଙ୍କାର ଠିକା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ନୂଆ ସଂସଦ ଭବନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏ ବର୍ଷ ପ୍ରାରମ୍ଭରେ ନରେନ୍ଦ୍ର ମୋଦୀ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ସରକାର କହିଥିଲେ ଯେ, ଏବେକାର ସଂସଦ ଭବନ ପରିସର ମାତ୍ରାଧିକ ବ୍ୟବହାର ହୋଇ ଜରାଜୀର୍ଣ୍ଣତାର ଲକ୍ଷଣ!-->…
