Browsing Category

Regional

କରୋନା କବଳରେ କମିଶନରେଟ୍‌ ପୁଲିସ: ୮୦୦ ସିପାହୀ ସମେତ ହୋମ୍‌ ଆସୋଲେସନରେ ସିପି , ଡିସିପି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୧୦/୦୯: କରୋନା ଲଢ଼େଇରେ ଫ୍ରଣ୍ଟଫୁଟ୍‌ର ସିପାହୀ ସାଜିଥିବା ପୁଲିସ ବାହିନୀ ଏବେ ବିପଦରେ । ମାରାତ୍ମକ ‘କରୋନା’ ବ୍ୟାଧି ଭାଇରସ କମିଶନରେଟ୍‌ ପୁଲିସର ଚାରିଆଡେ ଗ୍ରାସି ଗଲାଣି । ଅଦୃଶ୍ୟ ଶତ୍ରୁ ସହ ଲଢ଼ୁଥିବା ୮୦୦ରୁ ଅଧିକ ସିପାହୀ ପଜିଟିଭ୍‌

ରାଜ୍ୟରେ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରି OJEE ପରୀକ୍ଷା ସ୍ଥଗିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୮/୦୯:ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସ୍ଥଗିତ ହୋଇଛି । ଆସନ୍ତା ୯ ତାରିଖ (ବୁଧବାର)ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା । କିନ୍ତୁ ରାଜ୍ୟରେ କରୋନା ମହାମାରୀରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ

ଭୋଡାଫୋନ- ଆଇଡିଆର ମିଶ୍ରଣ : ବ୍ରାଣ୍ଡ “ଭିଆଇ” ନାମରେ ପରିଚିତ ହେବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରିଛନ୍ତି। ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ବଜାରରେ ଭିଆଇ(vi ) ଭାବରେ ପରିଚିତ ହେବେ। ଭୋଡାଫୋନ ପାଇଁ ‘ଭି’ ଓ ଆଇଡିଆ ପାଇଁ ‘ଆଇ’ ରଖାଯାଇଛି।

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀ ନେଇ ରାଜ୍ୟର ୩୧୪ ବ୍ଲକକୁ ଯୁବକଙ୍କ ପଦଯାତ୍ରା

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯: ଓଡ଼ିଶାକୁ ସ୍ୱତ୍ୱନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଜିକୁ ୪୨୨ ଦିନ ହେବ ଓଡ଼ିଶାର ୩୧୪ ବ୍ଲକକୁ ପଦଯାତ୍ରା କରୁଛନ୍ତି ଜଣେ ଯୁବକ । ସତ୍ୟବ୍ରତ ଦାସ ଆଜିକୁ ୪୨୨ଦିନ ତଳେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ନିଜ ପଦ ଯାତ୍ରା ଆରମ୍ଭ

ପୁଣି ଇତିହାସ ରଚିଲା ଡି.ଆର‌.ଡି.ଓ. : ଆଜି ଧାମରାସ୍ଥ ଅବଦୁଲ୍‌ କଲାମ ଦ୍ୱୀପରୁ ହେଲା ହାଇପରସୋନିକ‌ ଗତିଶୀଳଯାନର ସଫଳ…

ବାଲେଶ୍ୱର/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ଆଜି ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର‌ଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍‌ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ‌ରୁ ହାଇପରସୋନିକ‌ ଗତିଶୀଳଯାନ (ଏଚ୍ଏସ‌ଟିଡିଭି / ହାଇପରସୋନିକ୍‌ ଟେ‌କ୍ନୋଲୋଜି

କଙ୍ଗନା ରାଣାୱତଙ୍କୁ କେନ୍ଦ୍ର ସରକାର ଦେଲେ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା

ଆସନ୍ତା ୩୦ ତାରିଖ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେବ ସବୁ ବିଧାୟକଙ୍କର କୋଭିଡ ପରୀକ୍ଷା ! !

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ଆସନ୍ତା ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ତେବେ ଏ ଅଧିବେଶନ ବସିବା ପୂର୍ବରୁ ସମସ୍ତ ବିଧାୟକଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି । ଏଥିପାଇଁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ

ଭାରତ-ଚୀନ ଉତ୍ତେଜନା ମଧ୍ୟରେ LACରେ ମୁତୟନ ହେଲେ ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଲଦାଖ ସଂଲଗ୍ନ ସୀମାରେ ଭାରତ ଓ ଚୀନ୍‌ ସେନା ଗତ କିଛି ମାସ ଧରି ମୁହାଁମୁହିଁ ଅବସ୍ଥାରେ ଥିଲାବେଳେ ଏବେ ଯେକୌଣସି ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଏଇ ସେପ୍ଟେମ୍ବର ମାସ ସବୁଠାରୁ

କଟକ ପୁଲିସ୍‌ର ପ୍ରଥମ କରୋନା ମୃତ୍ୟୁ : ଆଖି ବୁଜିଲେ କନଷ୍ଟେବଳ ଦିବାକର ସେଠୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୭/୦୯: ପ୍ରଥମ ଥର ପାଇଁ କଟକ କମିସନରେଟ୍‌ ପୁୁଲିସ୍‌ରେ ମୁଣ୍ଡ ନେଇଛି କରୋନା । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା ପରେ

କଙ୍ଗନା ରଣାୱତଙ୍କୁ ସୁରକ୍ଷା ଯୋଗାଇବାକୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିର୍ଦ୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୭/୦୯ : ବଲିଉଡ ଫିଲ୍ମ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ହିମାଚଳ ପ୍ରଦେଶ ସରକାର ଏବେ ସୁରକ୍ଷା ଦେବେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟର ଡିଜିପିଙ୍କୁ ଏହି ନି​‌ର୍ଦ୍ଦେଶ ଜାରି କରିଛନ୍ତି। ​‌କଙ୍ଗନା କିଛି ଦିନ ପୂର୍ବରୁ ହିଁ
error: Content is protected !!
Open chat