Browsing Category

Regional

ଆଇସିଏମଆରର ନୂଆ ଗାଇଡଲାଇନ – ଏବେ ଇଛା କଲେ ବି ହେବ କରୋନା ଟେଷ୍ଟିଂ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : କରୋନା ପରୀକ୍ଷଣ ନିୟମରେ କୋହଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ଆଇସିଏମଆର। ଏବେ ଯେ କୌଣସି ବ୍ୟକ୍ତି ଚାହିଁଲେ ନିଜର କରୋନା ପରୀକ୍ଷଣ କରାଇପାରିବେ। କାରଣ ବିଭିନ୍ନ ଦେଶ ଓ ରାଜ୍ୟ ସେମାନଙ୍କ ପ୍ରବେଶ ପଥରେ କରୋନା ନେଗେଟିଭ୍ ରିପୋର୍ଟକୁ

ଧର୍ମଗଡ: ସଟସର୍କିଟରୁ ତେଜରାତି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ! !

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୯: ଧର୍ମଗଡ ସହରର କଲେଜ ରୋଡରେ ଡିସିବି ବ୍ୟାଙ୍କ ନିକଟରେ ଥିବା ବିଶ୍ୱାଳ କିରାନା ଷ୍ଟୋରରେ ସଟସର୍କିଟ ଯୋଗୁଁ ଗତକାଲି ରାତି ପ୍ରାୟ ତିନିଟା ସମୟରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ଉକ୍ତ ରାସ୍ତା ଦେଇ ପେଟ୍ରୋଲିଂରେ ଯାଉଥିବା

ସାଂସଦ ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ଉପରେ ଘରୋଇ ହିଂସା ଓ ମାନସିକ ଅତ୍ୟାଚାର…

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୯: ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ଅନୁଭବଙ୍କ ପତ୍ନୀ । କଟକ ଏସଡିଜେଏମ କୋର୍ଟରେ ଅଭିଯୋଗ କରିଛନ୍ତି ବର୍ଷା । ଏନେଇ ପ୍ରତିକ୍ରିୟା ରଖିଛନ୍ତି

ରାଜଗାଙ୍ଗପୁର: ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ତରଫରୁ ଗୁରୁଦିବସ ଉପଲକ୍ଷେ ଅଞ୍ଚଳର ୧୭ ଜଣ ଶିକ୍ଷକ ଓ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୫/୦୯ : ପ୍ରତି ବର୍ଷ ସେପ୍ଟେମ୍ବର ମାସ ୫ ତାରିଖକୁ ସମଗ୍ର ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଏ। ଆଜି, ସେପ୍ଟେମ୍ବର ୫ ତାରିଖ, ସ୍ୱାଧୀନ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ମହାନ ଶିକ୍ଷକ

ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ : ପାସ୍‌ ପ୍ରତିଶତ ୬୭.୫୬%, ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ୭୬.୬୩%, ନବରଙ୍ଗପୁରରେ ସର୍ବନିମ୍ନ ୪୪.୬୭% କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୯ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ

ରାଉରକେଲା : ବଜରଙ୍ଗ ଦଳର କର୍ମୀମାନେ ଗୋରୁ ବୋଝେଇ ପିକଅପକୁ ଧରି ପୁଲିସ୍ ଜିମା ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୫/୦୯: ବଜରଙ୍ଗ ଦଳର କର୍ମୀମାନେ ପୁଣିଏକ ଗୋରୁ ବୋଝେଇ ପିକ୍ଅପକୁ ଧରି ପୁଲିସ୍ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଖତକୁରବାହାଲରୁ ବନ୍ଧମୁଣ୍ଡା ଦେଇ ବିଶ୍ରାକୁ ଗୋଚାଲାଣ

ରବିବାର ଦିନ ପ୍ରକାଶ ପାଇବ ଆଇପିଏଲ୍ ୨୦୨୦ ସମୟ ସୂଚୀ: ଅଧ୍ୟକ୍ଷ ବ୍ରଜେଶ ପଟେଲ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦୁବାଇ ୦୫/୦୯ : ରବିବାର ଦିନ ‘ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍’ର ୧୩ଶ ସଂସ୍କରଣ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ବ୍ରଜେଶ ପଟେଲ୍ ସୁନିଶ୍ଚିତ କରି କହିଛନ୍ତି। ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍ ଆରବ ଏମିରେଟ୍‌ସ୍ ଏହି ଅର୍ଥ-ସମୃଦ୍ଧ ଲିଗ୍ ଆରମ୍ଭ ହେବାକୁ ଧାର୍ଯ୍ୟ

ରାଜଧାନୀର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ : ୭୭ହଜାର ସଂକ୍ରମିତ, ୫.୧୫% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୫/୦୯: ରାଜଧାନୀରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଆରଏମ୍‌ଆରସି ପକ୍ଷରୁ ବିଏମ୍‌ସିକୁ ରିପୋର୍ଟ ଦିଆଯାଇଛି। ଭୁବନେଶ୍ୱରରର ପ୍ରାୟ ୭୭ହଜାର ଲୋକେ ନିଜ ଅଜାଣତରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ସହରରେ ସଂକ୍ରମଣ

ମୁଁ ଆସନ୍ତା ସପ୍ତାହରେ ମୁମ୍ବାଇ ଆସୁଛି, କାହା ବୋପାର ସାହସ ଅଛି ତ ଅଟକାଅ : କଙ୍ଗନା ରାଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୦୫/୦୯ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗୋଟାଏ ପରେ ଗୋଟାଏ ବିସ୍ଫୋରକ ବୟାନ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ନିକଟରେ କହିଥିଲେ କି ମୁମ୍ବାଇ ତାଙ୍କୁ ପାକିସ୍ତାନ‌ ଅଧୀକୃତ କଶ୍ମୀର ପରି ଲାଗୁଛି।

ଯୁବତୀଙ୍କ ଜିଦ୍ ଆଗରେ ରେଳବାଇକୁ ମୁ୍ଣ୍ଡ ନୁଆଇବାକୁ ପଡ଼ିଲା:କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ରାଞ୍ଚିରେ ପହଞ୍ଚିଲା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଞ୍ଚି ୦୫/୦୯ : ଆପଣ କେବେ ଶୁଣିଛନ୍ତି କି ଟ୍ରେନ୍ କେବଳ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛି, ଯଦି ତାହା ସତ ନୁହେଁ ତେବେ ମାନି ନିଅନ୍ତୁ କି ଏହା ପ୍ରକୃତରେ ହୋଇଛି। ଦିଲ୍ଲୀ-ରାଞ୍ଚି ରାଜଧାନୀ ଟ୍ରେନ୍ କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ଡାଲ୍ଟନଗଞ୍ଜରୁ ଆଣି
error: Content is protected !!
Open chat