Browsing Category
Regional
ସଂକ୍ରମଣ ସଂଖ୍ୟା ପାଞ୍ଚ ରାଜ୍ୟରେ ଦେଶର ୬୨% ସକ୍ରିୟ ମାମଲା, ୭୦% ମୃତ୍ୟୁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ :ଦେଶର କରୋନା ସଂକ୍ରମଣ ସଂଖ୍ୟା ଗତ ସପ୍ତାହରେ ଦୈନିକ ହାରାହାରି ୬୦ ହଜାର ଟପିବାକୁ ବସିଛି । ତେବେ ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୨% ସକ୍ରିୟ ମାମଲା ଓ ୭୦% ମୃତ୍ୟୁ ୫ଟି ରାଜ୍ୟରେ ଘଟିଛି । ଏହି ରାଜ୍ୟଗୁଡ଼ିକ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ମୁକାବିଲା ସମୀକ୍ଷା : ଫୋକସରେ କଟକ-ଖୋର୍ଦ୍ଧା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି।
!-->!-->!-->!-->…
ରାଜ୍ୟର ଅର୍ଥନୀତି ବିକାଶ ଓ ସାଧାରଣ ଲୋକଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋବିଡ଼ ସଂକ୍ରାନ୍ତ ସମୀକ୍ଷା କାଳରେ ରାଜ୍ୟର ଅର୍ଥନୀତିର ବିକାଶ ଓ ସାଧାରଣ ଲୋକଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିନିମନ୍ତେ ସେ ନିର୍ଦିଷ୍ଟ ପ୍ରସଙ୍ଗ ଉପରେ ଆଲୋକପାତ!-->…
ହନି ଟ୍ରାପ୍ ମାମଲାର ମହିଳା କଏଦୀଙ୍କ ସହ ଜେଲରଙ୍କ ଫଟୋ ଭାଇରାଲ, ତଦନ୍ତ ପାଇଁ ନିଜେ ଗଲେ ଭୋପାଳ ଡିଆଇଜି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଇନ୍ଦୋର ୦୪/୦୯ : ମଧ୍ୟ ପ୍ରଦେଶର ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ଜେଲରେ ସଜା କାଟୁଥିବା ମହିଳା ଅଭିଯୁକ୍ତ ଶ୍ବେତା ଓ ଜେଲରଙ୍କ ସାକ୍ଷାତ ବେଳର ଫଟୋ ଭାଇରାଲ। ପୂର୍ବରୁ ଥଣ୍ଡା ପଡିଯାଇଥିବା ଏହି ମାମଲାରେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ସୋସିଆଲ ମିଡିଆରେ!-->…
ଭାରତୀୟ ଆଣବିକ ଯୁଦ୍ଧାସ୍ତ୍ର ରେଞ୍ଜରେ ସମଗ୍ର ଚୀନ : ରିପୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ : ଚୀନଆଡ଼ୁ ବିପଦ ଆଶଙ୍କା ବଢିଚାଲିଥିବାରୁ ଭାରତ ନିଜର ଆଣବିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବରୁ ଭାରତ ମୁଖ୍ୟତଃ ପାକିସ୍ତାନକୁ କେନ୍ଦ୍ରରେ ରଖି ନିଜର ସାମରିକ ଓ ଆଣବିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଫୋକସରେ ରହିଛି ଚୀନ!-->…
ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ୩୦ରୁ ୪୫ ଦିନ ମଧ୍ୟରେ କମିପାରେ
ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରେ ଓ ସର୍ଵନିମ୍ନରେ ଦେବଗଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଏକ ପ୍ରକାର ଉର୍ଧ୍ବମୁଖୀ ଥିବା ବେଳେ ପ୍ଲାଜମା ଚିକିତ୍ସାରେ ୫୬୫ ଜଣଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହେବା କରୋନା ମୁକାବିଲା ଦିଗରେ ଆଶା!-->!-->!-->…
ରିଆ ,ସୌଭିକ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଏନସିବି ଚଢଉ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୪/୦୯ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ରିଆଙ୍କ ଭାଇ ସୌଭିକ ଓ!-->…
ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଦିତ୍ୟଙ୍କ ସହ ସମ୍ପର୍କକୁ ନେଇ ରହସ୍ୟରୁ ପରଦା ଉଠାଇଲେ ରହସ୍ୟମୟୀ ଯୁବତୀ ‘ସାଇକୋ ଲେଡି’
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ସାଇକୋ ଲେଡିଙ୍କ ସମ୍ପୃକ୍ତି ଥିବା ନେଇ ଗତ ୨ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଆଜି ଏହି ଘଟଣାକୁ ନେଇ ବାଲେଶ୍ୱରର ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ମୁହଁ ଖୋଲିଛନ୍ତି।
ସମାଜ ସେବୀ!-->!-->!-->!-->!-->…
ଐତିହାସିକ ଛବିରାଣୀ ହତ୍ୟାକାଣ୍ଡର ନିର୍ଭିକ ରାୟ ପ୍ରକାଶ କରିଥିବା ପୂର୍ବତନ ଜିଲ୍ଲା ଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ…
କେନ୍ଦ୍ରାପଡା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଐତିହାସିକ ଛବିରାଣୀ ହତ୍ୟାକାଣ୍ଡର ନିର୍ଭିକ ରାୟ ପ୍ରକାଶ କରିଥିବା ପୂର୍ବତନ ଜିଲ୍ଲା ଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ ସ୍ମୃତିସଭା ସ୍ଥାନୀୟ କେନ୍ଦ୍ରାପଡା ପବ୍ଲିକ ରିଡିଂ ରୁମ୍ ପରିସରରେ ଗତ ବୁଧବାର ଦିିିିନ ଅନୁଷ୍ଠିତ ହୋଇଯାଇଛି ।!-->…
କିଏ ଜନ୍ ଓ୍ବିକ୍ ? ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରିଥିଲେ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଯାଇଥିଲା। ଏନେଇ ଟୁଇଟର ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି। ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ କରିଥିବା ହ୍ୟାକର ଜଣକର ପରିଚୟ ମିଳିଯାଇଛି। ହ୍ୟାକର ଜଣକ!-->…
