Browsing Category

Regional

ବିଳାସ ସାମଗ୍ରୀ ବର୍ଗରୁ ବାଦ ପଡ଼ିବ – କମିବ ଟିକସ : ଶସ୍ତା ହୋଇପାରେ ମୋଟର ସାଇକେଲ, ମୋପେଡ଼, ସ୍କୁଟର

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା : ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଦୁଇଚକିଆ ଯାନ ଉପରୁ ଟିକସ କମାଇ ପାରନ୍ତି । ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଦୁଇଚକିଆ ଯାନ ଉପରେ କମିପାରେ ଟିକସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବକ୍ତବ୍ୟରୁ ଏ

ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ହେଲା ବେହାଲ: ଜଳବନ୍ଦୀ ଅବସ୍ଥାରେ ଅଧିକାଂଶ ଜିଲ୍ଲାବାସୀ

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ସବୁ ନଦୀ-ନାଳ : ରାଜ୍ୟରେ ଦେଖା ଦେଇଛି ବନ୍ୟା ଆଶଙ୍କା ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮ : ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିିବା ବେଳେ ପ୍ରାୟ ସମସ୍ତ ଅଞ୍ଚଳ ପ୍ରଭାବିତ ହୋଇଛି । ଗତକାଲି ମଙ୍ଗଳବାର

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୬/୦୮:ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ବୈତରଣୀ ନଦୀର ଜଳ ନିଷ୍କାସିତ ଯୋଗୁଁ ଭଣ୍ଡାରିପୋଖରୀ ମାଳଦା ପଂଚାୟତର ସରତା

‘ରିସାଇକେଲ୍‌ ମ୍ୟାନ୍ ଅଫ୍ ଇଣ୍ଡିଆ’ – ବିନିଶ ଦେଶାଇ: ବ୍ୟବହୃତ ଫେସମାସ୍କ ଓ ପିପିଇ କିଟ‌ରୁ ତିଆରି କରୁଛନ୍ତି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୮ : ମହାମାରୀ କରୋନା ପରିସ୍ଥିିତିରେ ନ‌ଷ୍ଟ ତଳେ ଯାଉଥିବା ଡାକ୍ତରୀ ବର୍ଜ୍ୟବସ୍ତୁର ପୁନର୍ବ୍ୟବହାର କରି ଚର୍ଚ୍ଚା ପାଲଟିଛନ୍ତି ‘ରିସାଇକେଲ୍‌ ମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ବିନିଶ ଦେଶାଇ। ସେ ପିପିଇ କିଟ୍‌ ଏବଂ ଫେସ୍‌ମାସ୍କରୁ

ସରକାରଙ୍କ ଲକ୍‌ଡାଉନ୍‌ ‌ଜାରି ଯୋଗୁଁ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଛି: ସୁପ୍ରିମ୍ କୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: କଠୋର ଲକ୍‌ଡାଉନ୍ ଜାରି କରିବାକୁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଭାରତୀୟ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଥିବା କଥା ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି। ଏକ ଋଣ ମୋରାଟରିୟମ୍ ମାମଲାର ଶୁଣାଣି କରି ବୁଧବାର ଦିନ ସୁପ୍ରିମ୍ କୋର୍ଟ

ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ନମ୍ର ବ୍ୟକ୍ତି: କଙ୍ଗନା ରାଣାଓ୍ବତ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ବମ୍ବେ ୨୬/୦୮: କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ରୋକ୍‌ଠୋକ୍‌ କଥାକୁ ନେଇ ସେ ଏକାଧିକ ଥର ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପ୍ରଶଂସକଙ୍କୁ ବ୍ୟଥିତ କରିଥିବା ବେଳେ ସେ ବଲିଉଡ୍‌ର ନେପୋଟିଜିମ୍‌

ଭଦ୍ରକ ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ମନ୍ଦିର : ଗର୍ଭଗୃହରେ ପସିଲା ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଜଳ –…

ଭଦ୍ରକ/ଆରଡି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୮ : ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ବର୍ଷା ପାଣି ପଶି ବାବାମଣିଙ୍କ ବିଗ୍ରହ ବୁଡିଯାଇଥିବାର ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷା

ମର୍ଯ୍ୟାଦାଜନକ ଡିଜେନ୍ ପୁରସ୍କାର -୨୦୨୦ ପାଇଁ ମନୋନୀତ ହେଲା ଓଡ଼ିଶାର କୃଷି ଭବନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ଓଡ଼ିଶାର କୃଷିଭବନ କୋଠାର ଲୋକପ୍ରିୟତା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ବଢିଚାଲିଛି । ଚଳିତ ବର୍ଷ ଏହି ସ୍ଥାପତ୍ୟଟି ବିଶ୍ୱର ସମ୍ମାନଜନକ ଡିଜେନ ପତ୍ରିକା ଦ୍ୱାରା ଦିଆଯାଉଥିବା ଡିଜେନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ

ପେଟ୍ରୋଲିୟମ ମନ୍ତ୍ରଣାଳୟର ୨୫ଟି ବୃହତ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ଅର୍ଥନୀତିର ପୁନଃଉଦ୍ଧାର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଦେଶରେ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କ୍ରିୟାନ୍ୱିତ ହେଉଥିବା ବିଭିନ୍ନ ୨୫ଟି ବୃହତ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ତୈଳ ଏବଂ ଗ୍ୟାସ ଶିଳ୍ପ ଦେଶର

ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ କରୋନା ବ୍ୟାପୁଛି : ଆଇସିଏମଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: ମୁହଁରେ ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର)ର ମହାନିର୍ଦ୍ଦେଶକ ଡ.ବଲରାମ ଭାର୍ଗବ । ସେ କହିଛନ୍ତି ଯେ ଦେଶରେ ଏବେ
error: Content is protected !!
Open chat