Browsing Category

Regional

ଜେଇଇ ମେନ୍‍ ପ୍ରବେଶିକା- ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ । ସୋମବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‍ ଏବଂ ଜେଇଇ ମେନ୍‍

ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ (G-mail)ଡାଉନ , ଲଗ୍‌ଇନ କରିପାରୁ ନାହାନ୍ତି ୟୁଜର,ଯାଉନି ମେସେଜ୍,…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ବିଶ୍ଵରେ ବହୁଳ ବ୍ୟବହାରକାରୀ ଇଣ୍ଟରନେଟ୍ ସେବା ‘ଗୁଗୁଲ୍’ ଆଜି ସକାଳୁ ଧିମା ହୋଇଯାଇଛି। ଡାଉନ୍‌ଟାଇମ୍ ଟ୍ରାକିଂ ଓ୍ଵେବସାଇଟ୍ ‘ଡାଉନ୍‌ଡିଟେକ୍ଟର’ର ତଥ୍ୟ ଅନୁସାରେ ଆଜି ସକାଳ ୯.୩୦ରୁ ଗୁଗୁଲ୍ ସେବା ଧିମା ହୋଇପଡ଼ିଛି। ଏହା କେବଳ କିଛି

ଆରମ୍ଭ ହେଲା ଶ୍ରୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ୱିଟ୍ କରି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଅଯୋଧ୍ୟା ୨୧/୦୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସବିଆରଆ ରୁକ୍କି, ଏଲ ଆଣ୍ଡ ଟି ସହିତ ଆଇଆଇଟି ମାଡ୍ରାସର ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ସ୍ଥାନରେ ମାଟି ପରୀକ୍ଷା କରିଛନ୍ତି।

ଆରଡ଼ି-ଯାଜପୁର ଜାତୀୟ ରାଜପଥ: ଲଗାଣ ବର୍ଷାରେ କୟାଁଗୋଲା ବ୍ରୀଜ ନିକଟରେ ଦେଢ଼ଶହ ଫୁଟର ଆପ୍ରୋଚ ରୋଡ ଧସିଲା

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୦/୦୮ : ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଆରଡ଼ି-ଯାଜପୁର ଜାତୀୟ ରାଜପଥର ବୋଡକ ଠାରେ ଗତ ୨ ଦିନର ଲଗାଣ ବର୍ଷାରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ

ତାଳଚେର: ନନ୍ଦିରା କୋଲିଆରି ଭିତରେ କୋଇଲା ଅତଡ଼ା ଖସିବାରୁ ଜଣେ କର୍ମଚାରୀ ମୃତ, ଆଉ ଜଣଙ୍କର ଅବସ୍ଥା ଗୁରୁତର

ତାଳଚେର/ଅନୁଗୁଳ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସିବାରୁ ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଏଥିରେ ଜଣେ ଗୁରୁତର ବି ହୋଇଛନ୍ତି। ସେଠାରେ କାମ କରୁଥିବା ଅନ୍ୟ

‘ଦ୍ୱୈତ-ନଗରୀ’ରେ ଗଣେଶ ପୂଜା: ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ

କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: କଟକ- ଭୁବନେଶ୍ୱର 'ଦ୍ୱୈତ-ନଗରୀ'ରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଆଜି ଏହି ନିର୍ଦେଶନାମା ଜାରି

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ: ସାଠିବାଙ୍କୁଡ଼ା ଗ୍ରାମର ଗୋଟିଏ ପରିବାରରୁ ୬ କରୋନା ପଜିଟିଭ ଚିହ୍ନଟ – ଓଳଗ…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୨୦/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତର ସାଠିବାଙ୍କୁଡ଼ା ଗ୍ରାମରେ ଗୋଟିଏ ପରିବାରର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଷାଠିବାଙ୍କୁଡ଼ା ଗାଁକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ କରାଯାଇଛି । ଏହାସହ

ଭୁବନେଶ୍ୱର ମଧ୍ୟ ବିଧାୟକ କରୋନା ପଜିଟିଭ ଚିହ୍ନଟ : ନିଜେ ଟ୍ୱିଟ କରି ସୂଚନା ଦେଲେ ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ପୁଣି ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ସେ ହୋମ‌

BREAKING NEWS: ୨୬ ନମ୍ବର ଜାତୀୟ ରାଜପଥ ଭବାନୀପାଟଣା-ଜୟପୁର ରାସ୍ତା ସିଂଝରଣ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ଭବାନୀପାଟଣା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସିଂଝରଣ ପାଖରେ ଓଡି 08 K 0014 ନମ୍ବର ବିଶିିଷ୍ଟ ଏକ ମାରୁତି ସୁଜୁକି କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଛି । ଏହି ମର୍ମନ୍ତୁଦ

ଦୁଷ୍କର୍ମ ଅଭିଯୋଗରେ ଜଡିତ ଭଣ୍ଡ ବାବା ତଥା ଫେରାର ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନିଜସ୍ୱ ନୂଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ବ୍ୟାଙ୍କ । ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧରେ ଜଡିତ ଏହି ଭଣ୍ଡ ବାବା ଭାରତ ଛାଡି ଫେରାର ହେବା ପରେ ନିଜର ସ୍ୱତନ୍ତ୍ର ଦେଶ ଗଢିଥିବା ଦାବି କରିଥିଲେ । ଏବେ ବ୍ୟାଙ୍କ ଖୋଲିବା ନେଇ ଘୋଷଣା
error: Content is protected !!
Open chat