Browsing Category
Sports
ଟୋକିଓ ଅଲିମ୍ପିକ୍ସ ଖେଳିବେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା
ଭୁବନେଶ୍ୱର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହୋଇଛି । ଏହି ଟିମ୍ରେ ଜଣେ ଓଡ଼ିଆ ଝିଅଙ୍କୁ ସାମିଲ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଟିମ୍ରେ ଓଡ଼ିଶାରୁ!-->…
ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍, ଅକ୍ଟୋବର ୧୫ରେ ଚଳିତ ସିଜିନର ଶେଷ ମୁକାବିଲା
ନୂଆଦିଲ୍ଲୀ : କରୋନା ସହ ଲଢେଇ ଭିତରେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର । ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ!-->…
ଆଇପିଏଲ-୨୦୨୧ ସ୍ଥଗିତ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଚଳିତବର୍ଷର ଆଇପିଏଲ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ଟିମଗୁଡ଼ିକର ଅନେକ ଖେଳାଳି ଏବଂ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ!-->…
ଅହମ୍ମଦାବାଦ ଟେଷ୍ଟ ସହ ଭାରତ ୩-୧ରେ ସିରିଜ ବିଜୟୀ
ଋଷଭ ପନ୍ତ ମ୍ୟାନ ଅଫ୍ ଦ ମ୍ୟାଚ, ରବିଚନ୍ଦ୍ରନ୍ ଅଶ୍ବିନ ମ୍ୟାନ ଅଫ୍ ଦ ସିରିଜ
ଅହମ୍ମଦାବାଦ : ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍ ବିଜୟୀ ହୋଇଛି। ଇଂଲଣ୍ଡକୁ ଏକ ଇନିଂସ୍ ଓ ୨୫ ରନ୍ରେ ପରାସ୍ତ କରି ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୩-୧ରେ ବିଜୟୀ। ଅକ୍ଷର ପଟେଲ୍ ଓ!-->!-->!-->…
ଦୁଇ ଦିନରେ ଖେଳ ଶେଷ, ୩ୟ ଟେଷ୍ଟ ଜିତିଲା ଭାରତ
ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି। ଆଉ ଗୋଟିଏ ମ୍ୟାଚ୍ ବାକି!-->…
ମୋଟେରା ନାଁ ବଦଳି ହେଲା ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’, ଉଦ୍ଘାଟନ କଲେ ରାଷ୍ଟ୍ରପତି
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦସ୍ଥିତ ଦୁନିଆର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏକ ବଡ଼ ନିଷ୍ପତ୍ତିକ୍ରମେ ଷ୍ଟାଡିୟମର ନାମକୁ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ!-->…
ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସବୁ ସଫଳତାର ଶ୍ରେୟ ଦେଲେ ବୈଜ୍ଞାନିକଙ୍କୁ
https://twitter.com/narendramodi/status/1350306962676715522
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ!-->!-->!-->!-->!-->!-->!-->…
ଦିନିକିଆ କ୍ରିକେଟ୍କୁ ୫୦ ବର୍ଷ ପୂରିଲା
ମେଲ୍ବୋର୍ଣ୍ଣ: ୧୯୭୧ ଜାନୁଆରୀ ୫; ଠିକ୍ ୫୦ ବର୍ଷ ତଳେ ସର୍ବପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଖେଳା ଯାଇଥିଲା। ଇଂଲଣ୍ଡ ଦଳ ୬ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଆର୍ଥିକ!-->…
ଦେଶରେ ଆରମ୍ଭ ହେଲା ପ୍ରାକ୍-ଟିକାକରଣ ଅଭ୍ୟାସ
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଲାଗି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେଣୁ ଖୁବଶୀଘ୍ର ଦେଶବ୍ୟାପୀ ଟିକାକରଣ ଆରମ୍ଭ ହେବ। ତେବେ ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତତ୍ତ୍ଵାବଧାନରେ ଦେଶବ୍ୟାପୀ ପ୍ରାକ୍-ଟିକାକରଣ ଅଭ୍ୟାସ ଶନିବାରଠାରୁ ଆରମ୍ଭ ହୋଇଛି। ଦେଶର ସମସ୍ତ!-->…
୨୩ରୁ ଖୋଲିବ ଶ୍ରୀମନ୍ଦିର, ସୂଚନା ଦେଲେ ପୁରୀ ଜିଲ୍ଲାପାଳ
ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ଦୁଇ ଦିନ ସେବାୟତଙ୍କ!-->…