Browsing Tag

ଓଡିଶା ରିପୋର୍ଟର

ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ ମିଡିଆରେ ଖବର ଅଧିକ ଭାଇରାଲ ହୁଏ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବୈଦୁତିକ ଗଣମାଧ୍ୟମ ପାଇଁ ମାନକ ପ୍ରସ୍ତୁତ କରିବା ମାମଲାରେ ଆଜି(ଗୁରୁବାର) ସୁପ୍ରିମକୋର୍ଟ ଶୁଣାଣି ହେବାର ଅଛି। କେନ୍ଦ୍ର ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ

ଆମରିକାରେ ସମସ୍ତ ନାଗରିକଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା : ଟ୍ରମ୍ପ ପ୍ରଶାସନ

ୱାଶିଂଟନ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ :  ଆମରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି। କୋଭିଡ-୧୯ ଟିକା ପାଇଁ ତାଙ୍କ ଯୋଜନା ପ୍ରକାଶ କରିବା ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛି। ଏହା

ଉର୍ମିଳା ମାତୋଣ୍ଡକର ଅଭିନୟ ପାଇଁ ନୁହେଁ, ‘ସପ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା: କଙ୍ଗନା ରାଣାୱତ୍

ମୁମ୍ବାଇ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବଲିଉଡରେ ‘ନେପୋଟିଜିମ୍’ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ଗୋଟିଏ ପରେ ଗୋଟିଏ ବିବୃତ୍ତି ଦେବାରେ ଲାଗିଛନ୍ତି। ପ୍ରଥମେ ନେପୋଟିଜିମ୍ କୁ ନେଇ କଙ୍ଗନା ସ୍ବର ଉତ୍ତୋଳନ କରିଥିବା ବେଳେ ପରେ ଡ୍ରଗ୍ସକୁ ନେଇ କହିବା ଆରମ୍ଭ

ବରିଷ୍ଠ ବିଜେପି ନେତା ଆଶୋକ ସାହୁଙ୍କ ପରଲୋକ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବରିଷ୍ଠ ବିଜେପି ନେତା ତଥା ଅବସର ପ୍ରାପ୍ତ ଆଇପିଏସ ଅଫିସର ଆଶୋକ ସାହୁଙ୍କ ଆଜି ପରଲୋକ ହୋଇଛି। କଟକ ପିଠାପୁରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ

ଭାରତକୁ ୧୦କୋଟି କରୋନା ଟିକା ଡୋଜ ବିକିବ ରୁଷ୍‌

ମସ୍କୋ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଭାରତକୁ ୧୦କୋଟି କରୋନା ଟିକା ‘ସ୍ପୁଟିନିକ-ଭି’ ବିକ୍ରି କରିବ ରୁଷ୍। ରୁଷର ସଭରେନ ୱେଲଥ୍‌ ଫଣ୍ଡ ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଡକ୍ଟର ରେଡ୍ଡିକୁ ଏହି ଟିକା ବିକ୍ରି କରିବାକୁ ସମ୍ମତି ପ୍ରକାଣ କରିଛି। ଏଥିପାଇଁ ରୁଷର

ସେପ୍ଟେମ୍ବର ୩୦ ରେ ବାବ୍ରୀ ମସ୍‌ଜିଦ୍ ଭଙ୍ଗା ମାମଲା ରାୟ

ନୂଆଦିଲ୍ଲୀ/ଲକ୍ଷ୍ନୌ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣୀ, ମୁରଲୀମନୋହର ଯୋଶୀ,

ମୃତ୍ୟୁ ଏମିତି ବି ଆସେ ? ଡ୍ୟୁଟି ସମୟରେ ଟଳି ପଡିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଏମିତି ବି ଆସେ ମୃତ୍ୟୁ । କରୋନା ପରିସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଥିବାବେଳେ ସେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ୭୦ ବର୍ଷ ବୟସରେ ମଧ୍ୟ ବିଏମ୍‌ସିର ଜଣେ ସଫେଇ କର୍ମଚାରୀ ଭାବେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ

ଭୋଡାଫୋନ- ଆଇଡିଆର ମିଶ୍ରଣ : ବ୍ରାଣ୍ଡ “ଭିଆଇ” ନାମରେ ପରିଚିତ ହେବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରିଛନ୍ତି। ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ବଜାରରେ ଭିଆଇ(vi ) ଭାବରେ ପରିଚିତ ହେବେ। ଭୋଡାଫୋନ ପାଇଁ ‘ଭି’ ଓ ଆଇଡିଆ ପାଇଁ ‘ଆଇ’ ରଖାଯାଇଛି।

କଙ୍ଗନା ରାଣାୱତଙ୍କୁ କେନ୍ଦ୍ର ସରକାର ଦେଲେ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା

‘ଫେସ୍ ମାସ୍କ ଏଟିଏମ୍, ୫ଟଙ୍କିଆ କଏନ୍ ପକାଇ ପାଇପାରିବେ ସୁତାର ମାସ୍କ

କଳିଙ୍ଗ ଜ୍ୟୋତି ବ୍ୟୁରୋ ସାହାରନପୁର ୦୭/୦୯ : କରୋନା ଭାଇରସ୍ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡିଛି। ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପରାମର୍ଶ। କରୋନା ସଂକ୍ରମଣକୁ ଦୂର କରିବା ପାଇଁ ମାସ୍କ ଖୁବ୍ ଦରକାରୀ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର
error: Content is protected !!
Open chat