Browsing Tag

ଓଡିଶା ରିପୋର୍ଟର

ଦୀର୍ଘ ୩୨ ବର୍ଷ ତଳର ହତ୍ୟା ଅଭିଯୁକ୍ତ ଗୁଲାଇ ମାଝୀ ବୃଦ୍ଧ ବୟସରେ ଜେଲ୍‌ରେ ରହିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଇରଙ୍ଗପୁର ୩୧/୦୮ : ଦୀର୍ଘ ୩୨ ବର୍ଷ ପରେ ହାଇକୋର୍ଟରେ କନ୍ଧ ମାଝୀ ହତ୍ୟା ମାମଲାର ଶୁଣାଣି କରାଯାଇ ଚୁଡ଼ାନ୍ତ ରାୟ ଆସିଛି । ବିଚାରପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଗୁଲାଇ ମାଝୀ(୬୫)ଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହତ୍ୟା

ଜାତୀୟ ଶିକ୍ଷାନୀତି ପାଇଁ କେନ୍ଦ୍ର ସରାକର ଅଧିକ ଅର୍ଥ ବରାଦ କରନ୍ତୁ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶାରେ ବିଦ୍ୟାଳୟ ଶିକ୍ଷା ୱେବିନାର କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୮: ଜାତୀୟ ଶିକ୍ଷାନୀତି ୨୦୨୦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିବା ସହିତ ଆବଶ୍ୟକ

ଲୋକାଲ ଖେଳଣା ପାଇଁ ଭୋକାଲ ହୁଅନ୍ତୁ, ଭାରତୀୟ ଥିମରେ ତିଆରି ହେଉ ଖେଳଣା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ଲୋକ ମାନଙ୍କୁ ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ଆହ୍ୱାନ କରିଛନ୍ତି ।ଏହା ଏକ ବଡ ବଜାର ହୋଇଥିବା ବେଳେ ଭାରତୀୟ ଥିମରେ ଖେଲଣା ତିଆରି କରିବାକୁ ସେ ଆହ୍ୱାନ କରିଛନ୍ତି । ସେ କହିଛନ୍ତି

ମୁଭି ମାଫିଆଙ୍କ ଠାରୁ ମୋତେ ଅଧିକ ମୁମ୍ୱାଇ ପୁଲିସ୍‌ଙ୍କୁ ଡ଼ର : କଙ୍ଗନା ରଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୩୧/୦୮: ବଲିଉଡ୍‌ ସହ ଡ୍ରଗ୍‌ କନେକ୍ସନକୁ ନେଇ ଅନେକ କଥା ଅଭିନେତ୍ରୀ କଙ୍ଗନା ରଣାୱତ କହିଛନ୍ତି । କଙ୍ଗନା କହିଛନ୍ତି ତାଙ୍କୁ ବହୁତ ଜଣଙ୍କ ନାଁ ଜଣାଅଛି । ଯାହାଙ୍କର ଡ୍ରଗ୍‌ କନେକ୍ସନ ରହିଛି ।

ଇମ୍ରାନ ଖାଁଙ୍କୁ ଭାରତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ପାଲଟା ଜବାବ- ଅନ୍ୟ ଇସାରାରେ ଆପଣ କାମ କରୁଛନ୍ତି, ଆମେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଦେଇଛନ୍ତି କଡ଼ା ଜବାବ । ଇମ୍ରାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆପଣ ଅନ୍ୟମାନଙ୍କ ଇସାରାରେ କାମ କରୁଛନ୍ତି, ମାତ୍ର ଆମେ କାହା ଇସାରାରେ କାମ କରୁନାହୁଁ ।

ଲଦାଖ ସଂଘର୍ଷ ପରେ ଦକ୍ଷିଣ ଚୀନ୍ ସାଗରକୁ ଯୁଦ୍ଧପୋତ ପଠାଇଥିଲା ଭାରତୀୟ ନୌସେନା: ରିପୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮ : ପୂର୍ବ ଲଦାଖର ଗଲ୍‌ୱାନ୍ ଉପତ୍ୟକା ସଂଘର୍ଷ ପରେ ପରେ ଭାରତୀୟ ନୌସେନା ତା’ର ଗୋଟିଏଫ୍ରଣ୍ଟ୍‌ଲାଇନ୍ ଯୁଦ୍ଧପୋତ ଦକ୍ଷିଣ ଚୀନ୍ ସାଗରରେ ମୁତୟନ ପାଇଁ ପ୍ରେରଣ କରିଥିଲା। ଭାରତର ଏଭଳି ପଦ‌େକ୍ଷପରେ ଅସନ୍ତୁଷ୍ଟ ହୋଇଥିବା ଚୀନ୍ ଉଭୟ ପକ୍ଷର ଆଲୋଚନା

ସେପ୍ଟେମ୍ବର ମାସକୁ ‘ପୋଷଣ ମାସ’ ଭାବେ ପାଳନ କରାଯିବ: ପ୍ରଧାନମନ୍ତ୍ରୀ ମୋଦୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେପ୍ଟେମ୍ବର ମାସ ସାରା ଦେଶରେ ‘ପୋଷଣ ମାସ’

ଭାରତୀୟମାନଙ୍କ ନବସୃଜନ ବିଶ୍ୱରେ ଶ୍ରେଷ୍ଠ – ପ୍ରଧାନମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮:ଭାରତୀୟମାନଙ୍କ ନବସୃଜନ ଏବଂ ସମାଧାନ ପ୍ରଦାନ କରିବାର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍‍ କି ବାତ୍‍’ରେ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସମର୍ପଣ ଭାବ ରହିଥାଏ, ସମବେଦନା ଥାଏ

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ ପାଇଁ ବିଧାୟକଙ୍କୁ ନବୀନଙ୍କ ନିର୍ଦ୍ଦେଶ

ପରୀକ୍ଷା ଦେଉଥିବା ସବୁ ପିଲା ଆମ ପରିବାରର, ସେମାନଙ୍କ ସାଥୀରେ ରୁହ: ଦଳୀୟ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ବିଜୁ ଜନତା ଦଳ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭରଚ୍ୟୁଆଲ ପରାମର୍ଶ କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୮: ବିଜୁଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ

ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ – ପ୍ରଧାନମନ୍ତ୍ରୀ

‘ମନ୍‍ କି ବାତ୍‍’ରେ କହିଲେ ମୋଦୀ, କରୋନା ସଂକଟରେ ହାର ମାନିନାହାନ୍ତି ଆମ କୃଷକ କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮: ଆଜିର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ଓଣମ୍‍ ବିଷୟରେ କହିବା ସହ ଆମ ଦେଶର କୃଷକମାନଙ୍କ ସଫଳତା କଥା ବଖାଣିଛନ୍ତି। ସେ
error: Content is protected !!
Open chat