Browsing Tag

ନିଉ୛

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସମର୍ଥକ ବିଧାୟକଙ୍କୁ ଧରି ଜୟପୁର ଫେରିଲେ

ନୂଆଦିଲ୍ଲୀ/ ଜୟପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ଆରମ୍ଭ କରିଥିବା ବିଦ୍ରୋହରୁ ଓହରି ଯାଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ଜୟପୁର ଫେରି ଆସିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ

ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍ କ୍ୟାନ୍‌ସର : ‌ଚିକିତ୍ସା ପାଇଁ ଖୁବଶୀଘ୍ର ଯିବେ ଆମେରିକା

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥିବା ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ଷ୍ଟେଜ୍‌-୩ରେ ଅଛି। ବଲିଉଡ୍‌ରେ 'ସଞ୍ଜୁ ବାବା' ଭାବେ ପରିଚିତ ସଞ୍ଜୟ ଦତ୍ତ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର

‘ପାରଦର୍ଶୀ କରାଧାନ-ଇମାନଦାର କା ସମ୍ମାନ’ – ସଚ୍ଚୋଟ ଟିକସଦାତା ହେବେ ପୁରସ୍କୃତ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ଆସନ୍ତାକାଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚ୍ଚୋଟ ଟିକସଦାତାମାନଙ୍କ ପାଇଁ ‘ପାରଦର୍ଶୀ କରାଧାନ-ଇମାନଦାର କା ସମ୍ମାନ’ ନାମକ ଏକ ପ୍ଲାଟଫର୍ମ ଲଞ୍ଚ କରିବେ। ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍

ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ : ପାସ ହାର ୭୦.୨୧ ପ୍ରତିଶତ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ପୁର୍ବ ଘୋଷଣା ଅନୁୁଯାୟୀ, ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ

“କରୋନା ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସ୍ୱେଚ୍ଛାକୃତ ଭାବେ ତୁରନ୍ତ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ”…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: କରୋନାକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏ ଦିଗରେ

‘କମଳା ହ୍ୟାରିସ’ : ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ହେବେ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ/ୱାଶିଂଟନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହ୍ୟାରିସ ହେବେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ । ଡ଼େମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇନେଡ଼ ଏ କଥା ଘୋଷଣା କରିଛନ୍ତି । ଏହି ପଦ ନିମନ୍ତେ ନିର୍ବାଚନ ଲଢ଼ିବାରେ ସେ

‘କଳିଙ୍ଗ ଜ୍ୟୋତି’ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ।

ତା.୧୨/୦୮/୨୦୨୦, ବୁଧବାର ଠାରୁ ଦୈନିକ 'କଳିଙ୍ଗ ଜ୍ୟୋତି' ଇ-ପେପର ରୂେପ ଆତ୍ମପ୍ରକାଶ କଲା । ପଢିବାକୁ ଲଗଅନ କରନ୍ତୁ - www.kalingajyoti.com/epaper

‘ସ୍ପୁତନିକ ଭି’ : ରୁଷ ସାମ୍ନାକୁ ଆଣିଲା ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନର ଅଫିସିଆଲ ଫଟୋ

ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ସାମ୍ନାକୁ ଆସିଲା ରୁଷର କରୋନା ଭ୍ୟାକ୍ସିନ ‘ସ୍ପୁତନିକ ଭି’ର ଅଫିସିଆଲ ଫଟୋ ନିକଟରେ ରୁଷ ସଫଳତାର ସହ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହା କରିବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଟୀକାକରଣର ପ୍ରଥମ ମାତ୍ରା

ବେଙ୍ଗାଲୁରୁ : ଫେସବୁକ୍ ପୋଷ୍ଟକୁ ନେଇ ହିଂସା , ବିଧାୟକଙ୍କ ଘରେ ଆକ୍ରମଣ, ୨ ମୃତ, ୬୦ ପୋଲିସ କର୍ମୀ ଆହତ, ସ୍ଥାନୀୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮: ମଙ୍ଗଳବାର ରାତିରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ହିଂସାକାଣ୍ଡ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ଲିଖିତ ଏକ ଫେସବୁକ ପୋଷ୍ଟ କାରଣରୁ ବେଙ୍ଗାଲୁରୁରେ ବିଧାୟକଙ୍କ ଘରେ ଭିଡ଼ ତୁମୁଳକାଣ୍ଡ

ପାକିସ୍ତାନୀ ସ୍ପିନର ଦାନିଶ କାନେରିଆ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିବାକୁ ଚାହାନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮ : ପାକିସ୍ତାନର ପ୍ରତିବନ୍ଧିତ ଲେଗ୍ ସ୍ପିନର ଦାନିଶ କାନେରିଆ ରାମ ମନ୍ଦିର ଭୂମି ପୂଜନରେ ଖୁସି ବ୍ୟକ୍ତ କରି ସମଗ୍ର ଦୁନିଆ ପାଇଁ ଏହି ଦିନକୁ ଐତିହାସିକ ଆଖ୍ୟା ଦେଇଛନ୍ତି। କାନେରିଆ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ମଧ୍ୟ ଇଚ୍ଛା
error: Content is protected !!
Open chat