Browsing Tag

ନ୍ଯୁଜ

ଆପଲ୍‌ ଚାଇନା ଷ୍ଟୋର୍‌ରୁ ୨୯,୮୦୦ ଆପ୍‌ ହଟାଇଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ ।

ରାମ ମନ୍ଦିର ଭୂମିପୂଜା ସମୟରେ ଆମେରିକାର ହିନ୍ଦୁ ମନ୍ଦିର ଗୁଡ଼ିକରେ ରାଷ୍ଟ୍ରୀୟ ପ୍ରାର୍ଥନା ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ୱାଶିଂଟନ୦୩/୦୮: ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜନ । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା (Online National Anthem) ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି

ମହିଳା ଆଇପିଏଲ ନିଶ୍ଚିତ ଭାବେ ଆୟୋଜନ ହେବ : ସୌରଭ ଗାଙ୍ଗୁଲି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୩/୦୮ : ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ଆଜି ବିସିସିଆଇର

୨୦୨୨ ସୁଦ୍ଧା ବିଶ୍ବର ଉଚ୍ଚତମ ରେଳପୋଲ ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଜମ୍ମୁ ଓ କଶ୍ମୀରର ଚେନାବ ନଦୀ ଉପରେ ବିଶ୍ବର ଉଚ୍ଚତମ ରେଳ ପୋଲ ଆସନ୍ତାବର୍ଷ ପ୍ରସ୍ତୁତ ହୋଇଯିବ। ଫଳରେ ୨୦୨୨ ସୁଦ୍ଧା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକା ସହ ଭାରତର ବାକି ସବୁ ଅଞ୍ଚଳ ରେଳ ଯୋଗେ ସଂଯୋଗ ହେବ ବୋଲି ରବିବାର ଦିନ ସରକାରୀ

ବଲାଙ୍ଗିରରେ ଶୀଘ୍ର ହେବ ଆରମ୍ଭ ବହୁ ପ୍ରତିକ୍ଷିତ ଟ୍ରକ ଟର୍ମିନାଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର /ବଲାଙ୍ଗିର ୦୩/୦୮: : ବଲାଙ୍ଗିର ପାଇଁ ବହୁ ପ୍ରତିକ୍ଷିତ ଟ୍ରକ୍‍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି। ଏଥି ପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି।

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS)ର ହେଲମେଟ ଲଗାଇବା ବାଧ୍ୟତାମୂଳକ – କେନ୍ଦ୍ର ପରିବହନ ମନ୍ତ୍ରଣାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ହେଲମେଟ ନ ପିନ୍ଧିଲେ ଚାଲାଣ କଟିବା ସାଧାରଣ କଥା ହେଲେ ହେଲମେଟ ପିନ୍ଧିଥିଲେ ବି କାହିଁକି କଟିବ ଚାଲାଣ? ଏବେ ରାସ୍ତା କଡ଼ରୁ ଲୋକାଲ ହେଲମେଟ କିଣିବା ଆପଣଙ୍କୁ ଭାରି ପଡିପାରେ। କେନ୍ଦ୍ର ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ଯେଉଁଥିରେ

ରାଜ୍ୟପାଳଙ୍କ ମଞ୍ଜୁରୀ : ଆନ୍ଧ୍ରପ୍ରଦେଶରେ ରହିବ ତିନିଟି ରାଜଧାନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୦୨/୦୮: ୨୦୧୪ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବରେ ଗୃହୀତ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନ୍‌ ମୋହନ ରେଡ୍ଡୀ ୨୦୧୯ରେ ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ତିନି ତିନିଟା ରାଜଧାନୀ ରହିବ ବୋଲି ଘୋଷଣା କରିଥିଲେ | ଜୁଲାଇ ୧୮,୨୦୨୦ରେ

ସୁପ୍ରିମ କୋର୍ଟଙ୍କ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ନିର୍ଦ୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାରଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ପରେ ଦେଶରେ ଲକଡାଉନ

ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା

ସଜେଇ ହେଲାଣି ରାମନଗରୀ ଅଯୋଧ୍ୟା : ୧ ଲକ୍ଷ ୧୧ହଜାର ଲଡ଼ୁରେ ମଣୋହି ହେବେ ରାମଲଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି।
error: Content is protected !!
Open chat