Browsing Tag

ନ୍ଯୁଜ

ରାଜଗାଙ୍ଗପୁର ନିକଟସ୍ଥ ବିଲେଇଗଡ଼ରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଦୃଷ୍କର୍ମ : ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ରାଜଗାଙ୍ଗପୁର/କାଂଶବାହଲ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ରାଜଗାଙ୍ଗପୁର ନିକଟସ୍ଥ କାଂଶବାହଲ ଫାଣ୍ଡି ଅନ୍ତର୍ଗତ ବିଲେଇଗଡ଼ ଗ୍ରାମ ନିକଟରେ ଜଣେ ମାନସିକ ବିକୃତ ପାଗଳି ମହିଳାଙ୍କୁ ଦୃଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗତ ଅଗଷ୍ଟ ୭ ତାରିଖ, ଶୁକ୍ରବାର ରାତି

ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କୁ ଆଶ୍ବସ୍ତି : ବର୍ତ୍ତମାନ ପାଇଁ ଚାଷୀଙ୍କୁ ଫେରାଇବାକୁ ପଡ଼ିବ ନାହିଁ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଜି ଅଯୋଗ୍ୟ 'କାଳିଆ' ହିତାଧିକାରୀ ମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି । ବର୍ତ୍ତମାନ ପାଇଁ ଚାଷୀମାନଙ୍କୁ ଆଉ କାଳିଆ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ । କରୋନା ସ୍ଥିତି ଓ ଖରିଫ୍‌ ଫସଲକୁ ଦୃଷ୍ଟିରେ ରଖି ବର୍ତ୍ତମାନ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ : ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅଞ୍ଚଳରେ ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ବିଜୁଳି ଆଲୁଅ…

ଧର୍ମଗଡ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଉ ଦିନ କେଇଟା ପରେ ସାରା ଦେଶ ଆମର ସ୍ଵାଧିନତା ଦିବସ ପାଳନ କରିବାକୁ ଯାଉଛି, କିନ୍ତୁ ବିଡମ୍ବନା ଯେ, ଆଜି ସ୍ୱାଧିନତାର ପ୍ରାୟ ୭୪ ବର୍ଷ ପରେ ମଧ୍ୟ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧିନସ୍ଥ ଡ଼ୁମେରଗୁଡା ପଞ୍ଚାୟତର ବୋର୍ଡିପଡା

କୋଭିଡ ମୃତ୍ୟୁହାର ହ୍ରାସ ପାଇଁ ଅଧିକ ସମ୍ବଳର ସର୍ବାଧିକ ଉପଯୋଗ କରି ଚିକିତ୍ସାଗତ ପରିଚାଳନାରେ ଉନ୍ନତି ଆଣିବାକୁ ରାଜ୍ୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ତତ୍ପରତାପୂର୍ଣ୍ଣ ପରିଚାଳନା ବ୍ୟବସ୍ଥା ଯୋଗୁଁ ଦେଶରେ କୋଭିଡ-୧୯ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟାର ହାର ୨.୦୪ ଶତାଂଶ

କରୋନାରେ ୧୯୬ ଡାକ୍ତରଙ୍କ ମୃତ୍ୟୁ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା IMA

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮:କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି

ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନା ଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ୍‌ ପିଲାମାନଙ୍କୁ ଉତ୍ସାହ ଦେଇ କହିଛନ୍ତି।

ବିଶ୍ୱର ୪ ନମ୍ବର ଧନୀରେ ପରିଣତ ହେଲେ ମୁକେଶ ଅମ୍ବାନି, ୮୦ ବିଲିୟନ୍‌ ଡଲାର ଟପିଲା ସମ୍ପତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୯/୦୮: : କରୋନା ମହାମାରୀ ଯୋଗୁଁ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଇଁ ଏବେ ଭଲ ସମୟ ଚାଲିଛି । ବିଶ୍ୱ ଧନୀ ତାଲିକାରେ ସେ ଗୋଟିକ ପରେ ଗୋଟିଏ ସିଡ଼ି ଚଢି

କୋଭିଡ୍ ସମୟରେ, JEE ମେନ୍ ୨୦୨୦ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: କୋଭିଡ୍ ସମୟରେ JEE ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ଜାଣି ନିଅନ୍ତୁ କ’ଣ ରହିଛି ଏଥିରେ :- – COVID-୧୯ ହେତୁ, ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନେକ ସମୟ ଏବଂ

ବଲିଉଡ୍‌ର ଭେଟେରନା ଅଭିନେତା‌ ସଞ୍ଜୟ ଦତ୍ତ ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୮/୦୮: ବଲିଉଡ୍‌ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ
error: Content is protected !!
Open chat