Browsing Tag

ପବ୍ଲିଶ Kalinga jyoti

ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ନୂଆଦିଲ୍ଲୀ: ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ ପର୍ସନାଲ ଲ’ ବୋର୍ଡ(ଆଇଏମପିଏଲବି) ନାଁରେ ଏତଲା ଦିଆଯାଇଛି। ଦିଲ୍ଲୀ ପୁଲିସ୍‌ ନିକଟରେ ହିନ୍ଦୁ ସେନା ଫାଇଲ କରିଥିବା…

ଆଇନ ଜାଲରେ ସାଂଘାତିକ ଫସିଲେ ରିୟା : ଗୋଟେ ପଟେ ସିବିଆଇ ଜାରି କଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୬/୦୮ : କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ସ୍ବୀକାର କରିଥିବା ସୂଚନା ଦେବା ପରେ ବିଳମ୍ବିତ ସନ୍ଧ୍ୟାରେ ସିବିଆଇ ଏଥି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି । ବିହାର ସରକାରଙ୍କ ସୁପାରିସ…

ରାମ ମନ୍ଦିର ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ରାହୁଲ : କହିଲେ -“ରାମ ହିଁ ପ୍ରେମ, ରାମ ହିଁ ନ୍ୟାୟ”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅଯୋଧ୍ୟା ୦୬/୦୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଯୋଧ୍ୟା ଭୂମି ପୂଜନ ଉତ୍ସବ ପରେ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟ୍ୱିଟରେ ଲେଖିଛନ୍ତି ଯେ, ରାମ ହେଉଛନ୍ତି ପ୍ରେମ, ସେ କେବେ ହେଲେ ଘୃଣା…

ଲୁପିନର କରୋନା ଔଷଧ: ବ୍ରାଣ୍ଡ “କୋଭିହଲ୍ଟ” ,ଟ୍ୟାବଲେଟର ଦାମ ମାତ୍ର ୪୯ ଟଙ୍କା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ ଆଜି କରୋନା ଔଷଧ ବାହାର କରିଛି। କରୋନା ପାଇଁ ଫଳପ୍ରଦ ହେଉଥିବା ଫାଭିପିରାଭିର ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି…

ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ ଲିମିଟେଡ଼ରେ କରୋନା କଟକଣାର ଚରମ ଅବହେଳା

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଜଗାଙ୍ଗପୁର ୦୫/୦୮: ଦିନକୁ ଦିନ ବଢି ଚାଲିଛି କରୋନା ର ତାଣ୍ଡବ ।କେହି ବାଦ ପଡୁନାହାନ୍ତି ତା କବଳରୁ।ସ୍ଥିତି ଅସମ୍ଭାଳ ହେଲାଣି ସରକାରକଂ ଲକଡାଉନ ,ସଟଡାଉନ ସତ୍ୱେ ମଧ୍ୟ ଜନସାଧାରଣ ସୁରକ୍ଷିତ ନାହାନ୍ତି ।ଲକ୍ଷଣ ନଥାଇ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।ରାଜଗାଙ୍ଗପୁର ରେ…

ପାକିସ୍ତାନର ପାଗଳାମି ପୁଣି ବାହାରିଲା: କାଶ୍ମୀରକୁ ନିଜର ଦେଖାଇ ଇମରାନଙ୍କ ନୂଆ ପଲିଟିକାଲ ମ୍ୟାପ୍ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଲାହୋର ୦୫/୦୮ : ନେପାଳ ରାସ୍ତାରେ ପାକିସ୍ତାନ । ପାକ୍‌ର ଇମରାନ ଖାନ ସରକାର ଏବେ ବିବଦୀୟ ନକ୍ସା ଜାରି କରିଛନ୍ତି । ଏଥିରେ ପାକିସ୍ତାନ କାଶ୍ମୀରକୁ ନିଜର ବୋଲି ଦାବି କରିଛି । ପୂର୍ବରୁ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି ଦାବି କରୁଥିଲା ।…

ଅଯୋଧ୍ୟା ରାମ ମନ୍ଦିରର ଜାରି ହେଲା ପ୍ରଥମ ଫଟୋ : ଏମିତି ଦିଶିବ ରାମ ମନ୍ଦିର: ଦେଖନ୍ତୁ ମନ୍ଦିରର ବିଶେଷତ୍ବ ଓ ଏହାର…

୩ ଏକରରେ ମନ୍ଦିର, ୬୭ ଏକର ଜମିରେ ମ୍ୟୁଜିୟମ ସହ ସୀତା, ଲକ୍ଷ୍ମଣ, ଭରତ ଓ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ୧୯୮୯ରେ ରାମମନ୍ଦିର ଓ ଏହାର ପରିସର ନିର୍ମାଣ ନିମନ୍ତେ ପ୍ରସ୍ତୁତ କରିଥିଲା ନୂଆ ମଡ଼େଲ କଳିଙ୍ଗ ଜ୍ୟୋତି…

“ରାମ ସମସ୍ତଙ୍କ ଭିତରେ ଅଛନ୍ତି, ରାମ ସମସ୍ତଙ୍କ ସହ ଅଛନ୍ତି” – ପ୍ରିୟଙ୍କା ଗାନ୍ଧୀଙ୍କ ରାମ ରାମ…

ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜାଯୋଗ ଦେବେ ମୋଦୀଭୂମି ପୂଜା ପୂର୍ବରୁ ରାଜନୀତି ଜୋରଟୁଇଟ କରି ରାମ ରାମ ଜପିଲେ ପ୍ରିୟଙ୍କା ଗାନ୍ଧୀ ଦୀର୍ଘ ବର୍ଷର ସ୍ୱପ୍ନ ପୂରା ହେବାକୁ ଯାଉଛି। ଆସନ୍ତାକାଲି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଆୟୋଜନ…

ଚୀନ୍‌କୁ ଆଉ ଏକ ଝଟ୍‌କା, ଆଇପିଏଲ୍ ପ୍ରଯୋଜକରୁ ହଟିଲା ଚାଇନିଜ ମୋବାଇଲ କମ୍ପାନୀ “ଭିଭୋ”

ନୂଆଦିଲ୍ଲୀ: ଚୀନ୍ ଉପରେ ଭାରତର ଆଉ ଏକ ଶକ୍ତ ଜିଟିଟାଲ୍ ଝଟକା। ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍…

ରାଖୀ ପୂର୍ଣ୍ଣିମାରେ ସୋନୁଙ୍କ ଆଉ ଏକ ମହାନତାର କାହାଣୀ : ଝୁମ୍ପୁଡ଼ିରେ ରହୁଥିବା ମହିଳାଙ୍କୁ ସୋନୁ ଘରଟିଏ ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୮: କରୋନା ମହାମାରୀ ସମୟରେ ଦେଶବ୍ୟାପି ଲକଡାଉନ୍ ଆରମ୍ଭ ହେବା ପରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେ। ଏହି ସମୟରେ ସେମାନେ ଅକଥନୀୟ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ତେବେ ଯେଉଁ କତିପୟ ସେଲିବ୍ରିଟି ଶ୍ରମିକଙ୍କ ସାହାଯ୍ୟ ଲାଗି…
error: Content is protected !!
Open chat