Browsing Tag

ପବ୍ଲିଶ Kalinga jyoti

ଅକ୍ସଫୋର୍ଡ ଭ୍ୟାକ୍ସିନ COVISHILD ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡିସିଜିଆଇର ସେରମ୍…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: କରୋନା ସଙ୍କଟ ମଧ୍ୟରେ କୋଭିଡ ଭ୍ୟାକ୍ସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି । ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇର ଅନୁମତି ମିଳିଛି । ଅକ୍ସଫୋର୍ଡ ଟିକାର ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି

ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ ପରେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଉପରେ ପ୍ରହାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଭାରତ-ଚୀନ ସୀମା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଚୀନ୍‌ ଭାରତ ବିରୋଧରେ ଆକ୍ରମଣାତ୍କମ ପଦକ୍ଷେପ ଗ୍ରହଣ କରି ସୀମାରେ ଉତ୍ତେଜନା ବଢ଼ାଇଛି। ଏଭଳି ସ୍ଥିତିରେ ଭାରତ ଚୀନ୍‌ର ଅନେକ ଫାର୍ମ ଏବଂ ମୋବାଇଲ ଆପ୍‌କୁ ବନ୍ଦ କରି ସାରିଛି।

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୩/୦୮ : ଅଭିନେତା ଅନୁପମ ଶ୍ୟାମଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କିଡ୍‌ନୀରେ ସମସ୍ୟା ଦେଖାଦେଇଛି। ତେବେ ଅର୍ଥାଭାବରୁ ଉତ୍ତମ ଚିକିତ୍ସା ହୋଇପାରୁ ନଥିବାରୁ ତାଙ୍କ ଭାଇ ଅନୁରାଗ ଶ୍ୟାମ ସାହାଯ୍ୟ

କୋଭିଡ୍‌-୧୯ ସଂକ୍ରମଣ ବ୍ୟାପକତାକୁ କମାଇଦିଏ ବିସିଜି ଟିକା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଟ୍ୟୁବରକଲୋସିସ୍‌(ଟିବି) ରୋଗ ପାଇଁ ଉଦ୍ଦିଷ୍ଟ ବିସିଜି(ବ୍ୟାସିଲସ୍‌ କାଲମେଟ୍‌ ଗୁଏରିନ୍‌) ଟିକା ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ବ୍ୟାପକତାକୁ କମାଇଦିଏ ବୋଲି ନିକଟରେ ଏକ ଆମେରିକୀୟ ଅନୁଧ୍ୟାନରୁ ଜଣାଯାଇଛି। ଅତି କମ୍‌ରେ ଏହା ପ୍ରଥମ ୩୦ ଦିନ

ଆପଲ୍‌ ଚାଇନା ଷ୍ଟୋର୍‌ରୁ ୨୯,୮୦୦ ଆପ୍‌ ହଟାଇଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ ।

ରାମ ମନ୍ଦିର ଭୂମିପୂଜା ସମୟରେ ଆମେରିକାର ହିନ୍ଦୁ ମନ୍ଦିର ଗୁଡ଼ିକରେ ରାଷ୍ଟ୍ରୀୟ ପ୍ରାର୍ଥନା ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ୱାଶିଂଟନ୦୩/୦୮: ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜନ । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା (Online National Anthem) ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି

ମହିଳା ଆଇପିଏଲ ନିଶ୍ଚିତ ଭାବେ ଆୟୋଜନ ହେବ : ସୌରଭ ଗାଙ୍ଗୁଲି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୩/୦୮ : ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ଆଜି ବିସିସିଆଇର

୨୦୨୨ ସୁଦ୍ଧା ବିଶ୍ବର ଉଚ୍ଚତମ ରେଳପୋଲ ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଜମ୍ମୁ ଓ କଶ୍ମୀରର ଚେନାବ ନଦୀ ଉପରେ ବିଶ୍ବର ଉଚ୍ଚତମ ରେଳ ପୋଲ ଆସନ୍ତାବର୍ଷ ପ୍ରସ୍ତୁତ ହୋଇଯିବ। ଫଳରେ ୨୦୨୨ ସୁଦ୍ଧା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକା ସହ ଭାରତର ବାକି ସବୁ ଅଞ୍ଚଳ ରେଳ ଯୋଗେ ସଂଯୋଗ ହେବ ବୋଲି ରବିବାର ଦିନ ସରକାରୀ

ବଲାଙ୍ଗିରରେ ଶୀଘ୍ର ହେବ ଆରମ୍ଭ ବହୁ ପ୍ରତିକ୍ଷିତ ଟ୍ରକ ଟର୍ମିନାଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର /ବଲାଙ୍ଗିର ୦୩/୦୮: : ବଲାଙ୍ଗିର ପାଇଁ ବହୁ ପ୍ରତିକ୍ଷିତ ଟ୍ରକ୍‍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି। ଏଥି ପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି।

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS)ର ହେଲମେଟ ଲଗାଇବା ବାଧ୍ୟତାମୂଳକ – କେନ୍ଦ୍ର ପରିବହନ ମନ୍ତ୍ରଣାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ହେଲମେଟ ନ ପିନ୍ଧିଲେ ଚାଲାଣ କଟିବା ସାଧାରଣ କଥା ହେଲେ ହେଲମେଟ ପିନ୍ଧିଥିଲେ ବି କାହିଁକି କଟିବ ଚାଲାଣ? ଏବେ ରାସ୍ତା କଡ଼ରୁ ଲୋକାଲ ହେଲମେଟ କିଣିବା ଆପଣଙ୍କୁ ଭାରି ପଡିପାରେ। କେନ୍ଦ୍ର ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ଯେଉଁଥିରେ
error: Content is protected !!
Open chat