ଟିକାର ବୁଷ୍ଟର ଡୋଜ୍ ଦିଆଯିବା ଉପରେ ଏବେ କୌଣସି ବିଚାର କରାଯାଉନାହିଁ : ଆଇସିଏମଆର ମହାନିର୍ଦ୍ଦେଶକ
ନୂଆଦିଲ୍ଲୀ ୧୬/୦୯/୨୦୨୧ କଳିଙ୍ଗ ଜ୍ୟୋତି : ବୁଷ୍ଟର ଡୋଜ ଉପରେ ଏବେ କୌଣସି ବିଚାର କରାଯାଉନାହିଁ ଓ ଲୋକମାନଙ୍କୁ କରୋନା ଟିକାର ଉଭୟ ମାତ୍ରା ଦେବା ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ!-->!-->!-->…