କାଳିଆ ଯିବା ପରେ ଜଗାକୁ ମିଳିଲା ଭଉଣୀ ସୁଭଦ୍ରା
କନ୍ଧମାଳ ୧୪/୦୮/୨୧ କଳିଙ୍ଗ ଜ୍ୟୋତି : ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଜଗା କାଳିଆ ଘଟଣା ରେ କାଳିଆର ଦେହାନ୍ତ ପରେ ଏବେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ସହ ତାଙ୍କ ବାପା ମା ରହି ଆସୁଛନ୍ତି । କିନ୍ତୁ ଗତ ସାତ ତାରିଖ ଶନିବାର ଦିନ ଜଗାକୁ ମିଳିଛି ଭଉଣୀ । କାଳିଆ ଯିବା ପରେ!-->!-->!-->…