ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ଡିଏମଇଟି
ଭୁବନେଶ୍ୱର : କରୋନା ସଂକ୍ରମଣର ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭିତିଭୂମି, ଅମ୍ଳଜାନ, ଔଷଧ, ସବୁ କିଛି ମହଜୁଦ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। କରୋନା ସଂକ୍ରମଣର ଅନେକ ଗୁଡିଏ ଲହର ଆସିବାର ନଜର ରହିଛି। କିନ୍ତ୍ରୁ ତୃତୀୟ ଲହର କେବେ!-->…
