Browsing Tag

ପବ୍ଲିଶ

ହୁ ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ଆସିବ କରୋନାର ଏକାଧିକ ତରଙ୍ଗ

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ମହାମାରୀର ୨ୟ ତରଙ୍ଗ ଜାରି ରହିଛି। ଆଗକୁ ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ତେବେ କେବଳ ୩ୟ ତରଙ୍ଗ ନୁହେଁ, ଆଗାମୀ ଦିନରେ ଆହୁରି ଏକାଧିକ ତରଙ୍ଗ ଆସିପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ବା ହୁ)ର

କେଦାରନାଥ ଧାମ ଖୋଲିଲା, ମୋଦୀଙ୍କ ନାମରେ ହେଲା ପ୍ରଥମ ପୂଜା

କେଦାରନାଥ ଧାମର ଦ୍ବାର ସୋମବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯାଇଛି। ଭୋର ୫ଟାରେ ମେଷ ଲଗ୍ନରେ ବିଧି ଅନୁସାରେ ଖୋଲାଯାଇଛି। ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୈଦିକ ମନ୍ତ୍ର ଉଚାରଣ କରି

ସୋମବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳ ଛୁଇଁବ ସାମୁଦ୍ରିକ ବାତ୍ୟା ତୌତେ: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ । ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର

ହରିଆଣାରେ ମେ’ ୨୪, ଜମ୍ମୁ-କଶ୍ମୀରରେ ମେ’ ୨୪ ଏବଂ ପଞ୍ଜାବରେ ମେ’ ୩୧ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନିୟନ୍ତ୍ର କରିବ ପାଇଁ ଦିଲ୍ଲୀ ପରେ ଏବେ ହରିଆଣା, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ଲକଡାଉନ ଅବଧିକୁ ବାଢିଦିଆଯାଇଛି । ହରିଆଣାରେ ମେ’ ୨୪, ଜମ୍ମୁ-କଶ୍ମୀରରେ ମେ’ ୨୪ ଏବଂ ପଞ୍ଜାବରେ ମେ’ ୩୧ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଏହି ସମୟ ମଧ୍ୟରେ ଜରୁରୀ ସେବାକୁ

ଟିକାକରଣ ପରେ ସୁରକ୍ଷିତ ହାର ୯୭.୩୮%, କେବଳ ୦.୦୬% ଡାକ୍ତରଖାନାରେ ଭର୍ତ୍ତି ହେବାର ରହିଛି ସମ୍ଭାବନା: ଅଧ୍ୟୟନ

କୋଭିଡ ଟିକାକରଣ ପରେ କେବଳ ୦.୦୬% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ଭାବନା ରହିଛି। ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୭.୩୮% ଏହି ଭୂତାଣୁରୁ ରକ୍ଷା ପାଇପାରିବେ। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ସୂଚନା

କରୋନାର ପ୍ରଥମ ଲହର ପରେ ଆମେ ସମସ୍ତେ ଅସାବଧାନ ହୋଇଗଲୁ : ମୋହନ ଭାଗବତ

କରୋନାର ୨ୟ ଲହର ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଦାୟୀ ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ୨ୟ ଲହର ପାଇଁ ସରକାର, ପ୍ରଶାସନ ଓ ଜନସାଧାରଣ ସମସ୍ତେ ଦାୟୀ । ସମସ୍ତଙ୍କ ଅବହେଳା ପାଇଁ ଦେଶକୁ ଏଡ଼େ ବଡ଼ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ରାଷ୍ଟ୍ରୀୟ

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶନିବାର ଅପରାହ୍ନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଆଜ୍ଞାମାଳ ପହଂଚିବା ପରେ ତିନି ରଥର ମୁଖ୍ୟ ମହାରଣା ଏହି ଆଜ୍ଞାମାଳକୁ ଗ୍ରହଣ କରିଥିଲେ। ପରେ ପରେ ଶ୍ରୋତିୟ ବ୍ରାହ୍ମଣ ମାନେ ପଂଚ ବିଧି ଉପଚାରରେ

କରୋନା ଟେଷ୍ଟିଂ ଲାଗି ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ବିଏମ୍‌ସି କମିସନର

ଭୁବନେଶ୍ୱର: ଏକା ରହୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅସୁବିଧା ଥିଲେ ବରିଷ୍ଠ ନାଗରିକ ୧୯୨୯କୁ କଲ କରିପାରିବେ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟିମ୍ ଯାଇ

କାଳିଆ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି, ଋଣ ଭାର ଲାଘବ କରିଛି:ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ଆସନ୍ତା କାଲି ଅଷୟତୃତୀୟା। ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ। ଚାଷ କାମର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ

ଶତ ପ୍ରତିଶତ ମାସ୍କ ବ୍ୟବହାର, ନିଶ୍ଚିତ କମିବ କରୋନା ହାର

ଭୁବନେଶ୍ବର: ମାସ୍କ ଭଲ ଭାବେ ପିନ୍ଧିବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବା ରୋକାଯାଇ ପାରିବ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ନିଶ୍ଚିତ ବ୍ୟବହାର କରିବା ଉଚିତ। ଶତ ପ୍ରତିଶତ ମାସ୍କ ପିନ୍ଧିବା ଦ୍ବାରା କରୋନା ସଂକ୍ରମଣ ବୃଦ୍ଧି ହାର ନିଶ୍ଚୟ କମିବ। ଏବେ ତିନି ପ୍ରକାର ମାସ୍କ
error: Content is protected !!
Open chat