Browsing Tag

ପବ୍ଲିଶ

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦବୋଧନ

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ପରିବାରରେ ବାପା-ମାଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ସମାଜର

ନିଜ ପସନ୍ଦରେ ବିବାହ ଓ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କରାଯାଇପାରିବ ନାହିଁ: କଲକାତା ହାଇକୋର୍ଟ

କଲକାତା: ଯଦି କେହି ପ୍ରାପ୍ତ ବୟସ୍କା ଝିଅ କିମ୍ବା ପୁଅ ନିଜ ପସନ୍ଦରେ ବିବାହ ଏବଂ ଧର୍ମ ପରିବର୍ତ୍ତନ କରୁଛନ୍ତି, ତେବେ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ଜଣେ ଝିଅର ବାପାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ କଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ସୂଚନା

କୃଷି ଆଇନ୍‌ ପ୍ରତ୍ୟାହାର ପାଇଁ ରକ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: ନୂତନ ଭାବେ ଲାଗୁ କରାଯିବାକୁ ଥିବା ତିନିଟି କୃଷି ଆଇନ୍‌କୁ କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ଏ ପରିସ୍ଥିତିରେ ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନ ଅବ୍ୟାହତ ରଖିଥିବା

୧୦୦ ଟଙ୍କାରେ କରୋନା ଟେଷ୍ଟ କରିବାକୁ ଘରୋଇ ହସ୍ପିଟାଲକୁ ସ୍ବାସ୍ଥ୍ୟବିଭାଗର ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମି ଚାଲିଥିବାବେଳେ ଏହାକୁ ତାଳଦେଇ ବିଭିନ୍ନ ପ୍ରକାର ପରୀକ୍ଷା ମୂଲ୍ୟରେ ମଧ୍ୟ ହ୍ରାସ ପାଇଛି। ଜୁଲାଇରେ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ୪୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବାବେଳେ ସୋମବାର ଏହାକୁ

ଫେବ୍ରୁଆରିରେ ହେବ ନାହିଁ ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା : କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବ୍ରୁଆରି ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ଏକ

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନରେ ହୋଇପାରେ ନିର୍ବାଚନ!

ତ୍ରିପୁରା, ଆସାମ, କର୍ଣ୍ଣାଟକ ଏବଂ ଉତ୍ତର-ପୂର୍ବାଂଚଳ ରାଜ୍ୟ ସହ ତେଲେଙ୍ଗାନରେ ପ୍ରବେଶ କରିଥିବା ବିଜେପିର ଅଣ-ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ପ୍ରବେଶ ଉଦ୍ୟମ ଏବେ ଜୋରଦାର ହୋଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ଏହାର କିଭଳି ମୁକାବିଲା କରିବେ

୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଥମ ଦଫାରେ ଦିଆଯିବ କରୋନା ଟିକା

କରୋନା ପ୍ରତିଷେଧକ ପ୍ରଥମେ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ତା’ଛଡା ୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ କୋଭିଡ ପ୍ରତିଷେଧକ ପ୍ରଥମ ଦଫାରେ ଦିଆଯିବ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି।

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ

୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କଲା ପାକିସ୍ଥାନ

ପାକିସ୍ତାନର ସରକାର ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ଦେଶର ୮୬୦ଟି ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିବା ପରେ ୫୦ ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଇସଲାମାବାଦ ହାଇକୋର୍ଟକୁ ସୂଚନା ଦେଇଛନ୍ତି। ସେହି ପାଇଲଟମାନେ

‘ଅବଢ଼ା’ ଯୋଜନାରେ ନିର୍ମାଣ ହେବ ଧର୍ମଶାଳା, ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ପୁରୀ : ଏଣିକି ମାତ୍ର ୧୦୦ ଟଙ୍କା ମଧ୍ୟରେ ପୁରୀରେ ରହଣୀର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ରହିବାକୁ ଏଣିକି ଆଉ କୌଣସି ଅସୁବିଧା ହେବ ନାହିଁ କିମ୍ବା କୋଣସି ହୋଟେଲରେ ଅଧିକ ଦର ଦେଇ ରହିବାକୁ ପଡିବନି । ଏଣିକି ମାତ୍ର ଶହେ
error: Content is protected !!
Open chat