Browsing Tag

ପବ୍ଲିଶ

ପାକିସ୍ତାନକୁ ଛାଡି ସମସ୍ତ ପଡୋଶୀ ଦେଶଙ୍କୁ କରୋନା ଭ୍ୟାକସିନ୍ ଦେବାରେ ସାହାଯ୍ୟ କରିବ ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: କରୋନା ମହାମାରୀର ତାଣ୍ଡବ ଶେଷ ହୋଇନି। ପ୍ରତିଦିନ ଭାରତ ସହ ସାରା ବିଶ୍ବରେ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। କରୋନା ପାଇଁ ଭାରତ ପକ୍ଷରୁ ଭ୍ୟାକସିନ୍ ତିଆରି କରିବାର ଉଦ୍ୟମ ଜାରି ରହିଛି। ଏହି ଭ୍ୟାକସିନ୍ ଯୋଜନାର ସୂଚନା ଦେଇ କିଛି

ସାବଧାନ ! ! ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର – ଗୁଗୁଲ ବିରୋଧରେ ଦାୟର ହେଲା ମାମଲା…

ଗୁଗୁଲ ଲୋକେସନ ଆପ୍ଲିକେସନରେ ରହିଛି ତ୍ରୁଟି କି ? ନିୟମ ଉଲଙ୍ଘନ କରୁଛି କି ଗୁଗୁଲ ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରି ନଜର ରଖୁଛି ଗୁଗୁଲ !! ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮ : ଆପଣଙ୍କ ମୋବାଇଲର ଲୋକେସନ ବନ୍ଦ ରହିଲେ ବି ଗୁଗୁଲ ଆପଣଙ୍କ ଉପରେ

ଅଦାଲତ ଅବମାନନା ମାମଲା: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନ କଲେ ସୁପ୍ରିମକୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା

‘ରାଜଧାନୀ ଦଶହରା ୨୦୨୦’: ଆଲୋକମାଳା ତଥା ତୋରଣ ଏବଂ ରାବଣ ପୋଡ଼ି ନେଇ କଟକଣା – ଏ ବର୍ଷ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮ :  ଚଳିତବର୍ଷ କରୋନା ମହାମାରୀ ପ୍ରକୋପ କାରଣରୁ ରାଜଧାନୀ ଭୁବନେଶ୍ୱରରେ ନିରାଡମ୍ବର ଭାବେ ପାଳନ ହେବ ଦୁର୍ଗାପୂଜା । ଭୁବନେଶ୍ୱରରେ ଆଡମ୍ବର ଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ

ଏମସ‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ସୁସ୍ଥ ହୋଇ ଘରକୁ ଫେରିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସୋମବାର ସକାଳୁ ତାଙ୍କୁ ଦିଲ୍ଲୀ ଏମସ୍‌ରୁ ଡିସଚାର୍ଜ କରାଯାଇଛି। କରୋନାରୁ ଆରୋଗ୍ୟ ଲାଭ କରିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀର

ଭାରତ-ଚୀନ ପୁଣି ମୁହାଁମୁହିଁ ହେଲେ : ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ସୀମାନ୍ତରେ ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।  ଜୁନ ୧୫ପରେ ଏବେ ପୁଣି ଥରେ ଚୀନ ସେନା ସୀମା ଅତିକ୍ରମ କରିବା ପାଇଁ ଉଦ୍ୟମ କରିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ

ଦୀର୍ଘ ୩୨ ବର୍ଷ ତଳର ହତ୍ୟା ଅଭିଯୁକ୍ତ ଗୁଲାଇ ମାଝୀ ବୃଦ୍ଧ ବୟସରେ ଜେଲ୍‌ରେ ରହିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଇରଙ୍ଗପୁର ୩୧/୦୮ : ଦୀର୍ଘ ୩୨ ବର୍ଷ ପରେ ହାଇକୋର୍ଟରେ କନ୍ଧ ମାଝୀ ହତ୍ୟା ମାମଲାର ଶୁଣାଣି କରାଯାଇ ଚୁଡ଼ାନ୍ତ ରାୟ ଆସିଛି । ବିଚାରପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଗୁଲାଇ ମାଝୀ(୬୫)ଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହତ୍ୟା

ଜାତୀୟ ଶିକ୍ଷାନୀତି ପାଇଁ କେନ୍ଦ୍ର ସରାକର ଅଧିକ ଅର୍ଥ ବରାଦ କରନ୍ତୁ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶାରେ ବିଦ୍ୟାଳୟ ଶିକ୍ଷା ୱେବିନାର କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୮: ଜାତୀୟ ଶିକ୍ଷାନୀତି ୨୦୨୦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିବା ସହିତ ଆବଶ୍ୟକ

ଲୋକାଲ ଖେଳଣା ପାଇଁ ଭୋକାଲ ହୁଅନ୍ତୁ, ଭାରତୀୟ ଥିମରେ ତିଆରି ହେଉ ଖେଳଣା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ଲୋକ ମାନଙ୍କୁ ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ଆହ୍ୱାନ କରିଛନ୍ତି ।ଏହା ଏକ ବଡ ବଜାର ହୋଇଥିବା ବେଳେ ଭାରତୀୟ ଥିମରେ ଖେଲଣା ତିଆରି କରିବାକୁ ସେ ଆହ୍ୱାନ କରିଛନ୍ତି । ସେ କହିଛନ୍ତି

ଯାଜପୁର: ବିପଦ ସଂକେତ ତଳକୁ ଜଳସ୍ତର ଖସୁଛି ହେଲେ ଦୁର୍ଦ୍ଦଶା ବଢି ବଢି ଚାଲିଛି – ଜିଲ୍ଲା ବନ୍ୟା ପରିଚାଳନା…

ଯାଜପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀ ଆଦି ନଦୀ ମାନଙ୍କରେ ଜଳ ପତନ କ୍ରମଶଃ ବିପଦ ସଂକେତ ତଳକୁ ଖସିବାରେ ଲାଗିଛି । ଫଳରେ ନଦୀ କୂଳିଆ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ହେଲେ ଖାଦ୍ୟ, ପାନୀୟ ଜଳ ଅଭାବ ବନ୍ୟା
error: Content is protected !!
Open chat