Browsing Tag

ସଂବାଦ ଦାତା

ରାଜଧାନୀରେ ପନିପରିବା ଦର ଆକାଶ ଛୁଆଁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ଲଗାତର ଲକଡାଉନ ଓ ସଟଡାଉନ ଆଳରେ ରାଜଧାନୀ ଭୁବନେଶ୍ୱରରେ ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି । ମହାମାରୀ କରୋନା ସକାଶେ ଯେତେବେଳେ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଲକଡାଉନ ଆରମ୍ଭ ହେଲା ସେହି ସମୟରେ କେତେକ ଅସାଧୁ ବ୍ୟବସାୟୀ ଆଳୁ ପିଆଜ ଭଳି

ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ୟୁଟ୍ୟୁବର ହିର ଖାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: ହିନ୍ଦୁ ଦେବତାମାନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଥିବା ହିର ଖାନ ନାମକ ମହିଳାଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଗିରଫ କରାଯାଇଛି। ଅଭିଯୋଗ ମୁତାବକ ହିର ଖାନ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଯେଉଁଥିରେ ସେ ଏକ ଭିଡିଓ ପୋଷ୍ଟ

ପେଟ୍ରୋଲିୟମ ମନ୍ତ୍ରଣାଳୟର ୨୫ଟି ବୃହତ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ଅର୍ଥନୀତିର ପୁନଃଉଦ୍ଧାର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଦେଶରେ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କ୍ରିୟାନ୍ୱିତ ହେଉଥିବା ବିଭିନ୍ନ ୨୫ଟି ବୃହତ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ତୈଳ ଏବଂ ଗ୍ୟାସ ଶିଳ୍ପ ଦେଶର

ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ କରୋନା ବ୍ୟାପୁଛି : ଆଇସିଏମଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: ମୁହଁରେ ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର)ର ମହାନିର୍ଦ୍ଦେଶକ ଡ.ବଲରାମ ଭାର୍ଗବ । ସେ କହିଛନ୍ତି ଯେ ଦେଶରେ ଏବେ

ଆଇସିଏମଆର ଦେଲା ଭଲ ଖବର : ଶେଷ ପର୍ଯ୍ୟାୟରେ ଭାରତର ୩ଟି କରୋନା ଟିକାର ମାନବ ପରୀକ୍ଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮ : ସାରା ବିଶ୍ୱ ମହାମାରୀ କରୋନା ଭାଇରସକୁ ମାତ ଦେଇପାରୁ ଥିବା ଟିକା ବାହାର କରିବାରେ ଲାଗିଛି। ଏହି ଟିକା ବାହାର କରିବା ରେସରେ ଭାରତ ମଧ୍ୟ ପଛରେ ପଡ଼ିନାହିଁ। ଭାରତରେ ୩ଟି କରୋନା ଟିକାର ମାନବ ପରୀକ୍ଷଣ ଭିନ୍ନଭିନ୍ନ ଷ୍ଟେଜରେ ରହିଥିବା ଆଜି

ସ୍କୁଲ ପିଲାଙ୍କ ପାଇଁ ବଡ ଖବର : ସ୍କୁଲ ଖୋଲିବା ନେଇ NCERT ପ୍ରସ୍ତୁତ କରିଥିବା ନିର୍ଦେଶାବଳୀ ମାନିବାକୁ ପଡିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮ : ମହାମାରୀ କୋରୋନା ସଂକ୍ରମଣ ହେତୁ ମାର୍ଚରୁ ବନ୍ଦ ଥିବା ସ୍କୁଲ ଗୁଡିକ ଖୋଲିବା ପାଇଁ ମାମଲାକୁ ତୀବ୍ର କରାଯାଇଛି । ସେପ୍ଟେମ୍ବରରୁ ସ୍କୁଲ ଗୁଡିକ ଖୋଲିବା ପାଇଁ ଆଶା ପୋଷଣ କରାଯାଇଛି । ଆଲୋଚନା ଅନୁଯାଇ ପ୍ରଥମେ ଦଶମ ଓ ଦ୍ଵାଦଶର ପିଲାମାନଙ୍କୁ 

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ୱେବସାଇଟ୍ ହ୍ୟାକ୍ : ପାକିସ୍ଥାନୀ ହ୍ୟାକର ଦେଲେ ଭାରତକୁ ଚେତାବନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୨୬/୦୮ : କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜି. କିସନ ରେଡ଼୍ଡ଼ୀଙ୍କ ବ୍ୟକ୍ତିଗତ ୱେବସାଇଟ୍ http://kishanreddy.com/କୁ ପାକିସ୍ଥାନୀ ହ୍ୟାକର ହ୍ୟାକ୍ କରିଦେଇଛନ୍ତି । ୱେବସାଇଟ ହ୍ୟାକ ପରେ ଏଥିରେ ଆଜାଦ କାଶ୍ମୀର ପରି କିଛି ପୋଷ୍ଟ ମଧ୍ୟ କରାଯାଇଛି ।

ରାଜ୍ୟରେ ଶସ୍ତା ହେଲା କୋଭିଡ୍‌ ଟେଷ୍ଟ : ଘରୋଇ ଲାବରେ ଆରଟି-ପିସିଆର ପରୀକ୍ଷା ଦର ୧୨ ଶହ ଟଙ୍କାକୁ କମାଇଲେ ରାଜ୍ୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ ଶସ୍ତା ହେବ । 12ଶହ ଟଙ୍କାରେ ହେବ ଆର୍‌ଟି ପିସିଆର ଟେଷ୍ଟ । 2200 ଟଙ୍କାରୁ କମି 12 ଶହ ଟଙ୍କା ହେବ କୋଭିହ୍‌ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ

ପିଏମ୍‌ ଆବାସ ନିର୍ମାଣରେ କେବଳ କାଗଜ ପତ୍ରରେ ଓଡିଶା ସରକାର ଏକ ନମ୍ବର :ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟସରକାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଂଚାୟତ ଖରବା ଗାଁ ରେ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି

ପ୍ରଧାନମନ୍ତ୍ରୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି” –…

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ”।
error: Content is protected !!
Open chat