Browsing Tag

ସଂବାଦ ଦାତା

ଚୀନକୁ ଆଉ ଏକ ଝଟ୍ କା : ଅଟୋମୋବାଇଲ ଉପକରଣ ଆମଦାନୀ କମାଇବ ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ଚାଇନାରୁ ହେଉଥିବା ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଏବେ କଟକଣା ଲଗାଇବାକୁ ଆରମ୍ଭ ​ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଟୋମୋବାଇଲ ମାନୁଫାକ୍‌ଚରିଂର ସମ୍ପୂର୍ଣ୍ଣ ଭାଲ୍ୟୁ ​ଚେନ‌ ଉପରେ ଉତ୍ପାଦନକାରୀଙ୍କୁ ରିପୋର୍ଟ

ବଗଲା ଧର୍ମଶାଳା ଜମିରେ ବେଆଇନ ପ୍ଲଟିଂ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସ ମିଟ

"ରାଜ୍ୟ ସରକାର ସାଜିଛନ୍ତି ପ୍ରପର୍ଟି ଡିଲର": ସମ୍ବିତ ପାତ୍ର  ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍‌ କରିବା ପାଇଁ ମସୁଧା ଚଲାଇଛନ୍ତି ରାଜ୍ୟସରକାର  ରାଜ୍ୟସରକାର ତୁରନ୍ତ ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ  କେନ୍ଦ୍ରସରକାରଙ୍କ

ଭଦ୍ରକ ଜିଲ୍ଲା ଆରଡ଼ି: ବାବାମଣିଙ୍କ କ୍ଷେତ୍ରରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ – ପଞ୍ଚାୟତ ଅଞ୍ଚଳକୁ…

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୨/୦୮ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଆରଡ଼ି ପଞ୍ଚାୟତ ଅଞ୍ଚଳରେ ଗତକାଲି କୋଭିଡ ଟେଷ୍ଟ ହେଲା ପରେ ୩୧ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି

ରାଜଗାଙ୍ଗପୁର: ତେଜରାତି ଗୋଦାମରୁ ଚୋରି ଅଭିଯୋଗରେ ୭ ଦୃର୍ବୁତ୍ତ ଗିରଫ – ଲକ୍ଷାଧିକ ଟଙ୍କାର ତେଜରାତି ସାମଗ୍ରୀ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁଙ୍କ ରିପୋର୍ଟ),୨୨/୦୮ : ରାଜଗାଙ୍ଗପୁରର ତେଜରାତି ବ୍ୟବସାୟୀ ବିନୋଦ ଟିବ୍ରେୱାଲଙ୍କ ତେଜରାତି ଗୋଦାମରୁ ଗତ ୧୮ ତାରିଖ ରାତିରେ କିଛି ଦୃର୍ବୁତ୍ତ ତାଙ୍କ ତେଜରାତି ଗୋଦାମର ଜଗୁଆଳିଙ୍କୁ ମାରଣ।ନ୍ତକ ଆକ୍ରମଣ କରି ଗୋଦାମର ତାଲା

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ୟୁନିୟନର ମୁଖ୍ୟ ଉପଦେଷ୍ଟା ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କଳିଙ୍ଗ…

ଯାଜପୁର ରୋଡ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮ : ଓଡିଶାର ଶିଳ୍ପ ରାଜଧାନୀ, ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ, 'ନୀଳାଚଳ ଇସ୍ପାତ ନିଗମ'କୁ ବିକ୍ରି ନକରି ଏହାର ପରିଚାଳନା ଭାର ସେଲ, ଆରଆଇଏନଏଲ କିମ୍ବା ଏନଏମଡିସି ପରି

ରାଜଧାନୀ ଦିଲ୍ଲୀରୁ ଆଇଏସ‌ଆଇଏସ ଆତଙ୍କବାଦୀ ଗିରଫ: ୧୫ କିଲୋ ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍ ‌(ଆଇଇଡି)

ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮ : ଗତକାଲି, ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଜଣେ ଇସ୍‌ଲାମିକ‌ ଷ୍ଟେଟ‌ (ଆଇଏସ‌ଆଇଏସ‌) ଆତଙ୍କବାଦୀକୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏହି ଆତଙ୍କବାଦୀକୁ ଗିରଫ କରିବା

ବୈତରଣୀରେ ପ୍ରଥମ ବନ୍ୟା ଜଳ: ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ !! ଆରଡ଼ି – ମତୋ ରାସ୍ତା ଉପରେ ୩ ଫୁଟର…

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୨/୦୮ : ଗତ କିଛି ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡ଼ି, ନନ୍ଦପୁର, ସୁନ୍ଦରପୁର ତଥା ଓଳଗ ଆଦି ପଞ୍ଚାୟତ ଅଧିନସ୍ତ ଅନେକ ଅଞ୍ଚଳରେ ଉପର

ରାଉରକେଲା: ଆଉ ଜଣେ କରୋନା ଯୋଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତ କୋଭିଡ ଯୋଦ୍ଧା ଡାକ୍ତରଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ

ଭଦ୍ରକ ସାଂସଦ ଦମ୍ପତ୍ତି କରୋନା ଆକ୍ରାନ୍ତ: ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ…

ଭଦ୍ରକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭଦ୍ରକ ସାଂସଦ ଦମ୍ଫତ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କୋଭିଡ ପଜିଟିଭ ନେଇ ନିଜେ ସୂଚନା ଦେଇଛନ୍ତି। ଭଦ୍ରକ ସାଂସଦ ମଞ୍ଜୁଲତା

ଚାଇନିଜ ଆପ ବନ୍ଦ ହେବା ପରେ ଚୀନକୁ ଆଉ ଏକ ଝଟକା: ‘ବନ୍ଦେ ଭାରତ ଟ୍ରେନ୍’ ଟେଣ୍ଡର ବାତିଲ କଲେ ଭାରତ ସରକାର –…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭାରତରେ ଚାଇନିଜ ଆପ ବନ୍ଦ ହେବା ପରେ ଏବେ ଚୀନକୁ ଆଉ ଏକ ଝଟକା ଲାଗିଛି। ଚୀନକୁ ଆଉ ଏକ ଝଟକା ଦେଇଛି ଭାରତ, ୪୪ଟି ସେମି ହାଇସ୍ପିଡ ଏକ୍ସପ୍ରେସ ଟ୍ରେନର ଚୁକ୍ତିନାମାକୁ ବାତିଲ କରିଛି ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ‘ବନ୍ଦେ ଭାରତ
error: Content is protected !!
Open chat