ଜୁନ୍ ୧୪ରେ ମାଟ୍ରିକ୍ ପରୀକ୍ଷା ନେଇ ଗୁଜବ, ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଅପପ୍ରଚାର
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ଗୁଜବ ସୃଷ୍ଟି କରିଛନ୍ତି ଦର୍ବୃତ୍ତ। ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଟ୍ବିଟରରେ ଘୁରି ବୁଲୁଛି। ତେବେ ଏହି ଫେକ୍ ଆକାଉଣ୍ଟ ତଥା ମିଥ୍ୟା ଖବର ଉପରେ ବିଶ୍ୱାସ ନ!-->…