Browsing Tag

ଓଡିଶା ରିପୋର୍ଟର

ଜେଇଇ ମେନ ପରୀକ୍ଷାଫଳ ପ୍ରକାଶ, ପ୍ରିୟଙ୍କା ସର ରାଜ୍ୟ ଟପ୍ପର

ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ଭୁବନେଶ୍ଵର ୨୦/୦୭/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଆଜି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ ପରୀକ୍ଷାଫଳ ପ୍ରକାଶ…

ଜୁଲାଇ ୩୧ ଯାଏ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର ୨୮/୦୬/୨୦୨୨ କଳିଙ୍ଗ ଜ୍ୟୋତି : ବିଭିନ୍ନ ଦାବି ନେଇ ରାଜ୍ୟ ବସ ମାଲିକ ସଂଘ ଆସନ୍ତା ଜୁଲାଇ ପହିଲାରୁ ବସ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ଆେଲାଚନା ପରେ ସଂଘ ଏବେ ଧର୍ମଘଟକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।…

ସୁସ୍ଥ ହେଲେ ମହାପ୍ରଭୁ : ରାଜପ୍ରସାଦ ବିଜେ ନୀତି

ପୁରୀ ୨୫/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଶ୍ରୀମନ୍ଦିରରେ ଶନିବାର ପାରମ୍ପରିକ ରୀତିମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସରଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ…

ମହାରାଷ୍ଟ୍ରରେ ପଲିଟିକାଲ୍‌ ଡ୍ରାମା ଜୋରଦାର: ବିଜେପି ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ଏକନାଥ ସିନ୍ଦେ, ବିପଦରେ…

ମୁମ୍ବାଇ ୨୫/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ମହାରାଷ୍ଟ୍ରରେ ଗତ ୫ ଦିନ ହେଲା ଲାଗିରହିଥିବା ପଲିଟିକାଲ୍‌ ଡ୍ରାମା ନୂଆ ମୋଡ ନେବା ଆରମ୍ଭ କରିଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଦଳର ଅଧିକାଂଶ ବିଧାୟକଙ୍କୁ ନେଇ ଗୌହାଟୀରେ ରହିଥିବା ବେଳେ ଏବେ ଆଉ ଏକ ବଡ ଖବର ଶୁଣିବାକୁ…

ରାଷ୍ଟ୍ରପତି ପଦ ପାଇଁ ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶାରୁ ରହିବେ ମନ୍ତ୍ରୀ ଟୁକୁନି, ସାରକା, କଂଗ୍ରେସ ସମର୍ଥନ କରିବନି ଭୁବନେଶ୍ବର ୨୪/୦୬/୨୦୨୨ କଳିଙ୍ଗ ଜ୍ୟୋତି : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ…

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୩/୦୬/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି। ଏନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିବେ। ନାମାଙ୍କନ…

ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଶାର ଝିଅଙ୍କୁ ସମର୍ଥନ କରନ୍ତୁ : ନବୀନ ପଟ୍ଟନାୟକ

ଭୁବନେଶ୍ବର ୨୨/୦୬/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଟ୍ବିଟ୍ ଜରିଆରେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବାକୁ ନବୀନ ନିବେଦନ କରିଛନ୍ତି। ଦଳମତ ନିର୍ବିଶେଷରେ…

୧୭ ଫସଲ ହେବ ବୀମା ଭୁକ୍ତ – ଓଡିଶା ସରକାର

ଭୁବନେଶ୍ବର ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ :  ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି…

ଯୋଗ ଜୀବନରେ ଶାନ୍ତି ଆଣିଦିଏ: ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ନୂଆଦିଲ୍ଲୀ ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ। ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ…

ଡିଜିଟାଲ ସାକ୍ଷରତା ହାସଲ କ୍ଷେତ୍ରରେ ଗ୍ରାମାଞ୍ଚଳ ଆଗରେ – ସ୍ମୃତି ଇରାନୀ

ନୂଆଦିଲ୍ଲୀ ୦୯/୦୩/୨୦୨୨ କଳିଙ୍ଗ ଜ୍ୟୋତି : ଦେଶର ଗ୍ରାମାଞ୍ଚଳରେ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ହେଉଛି ଓ ଅଧିକରୁ ଅଧିକ ଗ୍ରାମାଞ୍ଚଳର ମହିଳା ଡିଜିଟାଲ ସାକ୍ଷରତା ହାସଲ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ‘ମହିଳା ଏବଂ ଡିଜିଟାଲ ଅର୍ଥନୀତି: ଆତ୍ମନିର୍ଭର ନାରୀ,…
error: Content is protected !!
Open chat