ରବିବାର ପୁଣେ ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପୁଣେ ମେଟ୍ରୋ ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଆସନ୍ତାକାଲି) ଉଦ୍ଘାଟନ କରିବେ । ଏହା ସହିତ ସେ ଅନେକ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଛତ୍ରପତି ଶିବାଜୀ ମହାରାଜଙ୍କର ଏକ ପ୍ରତିମୂର୍ତ୍ତିକୁ ପୁଣେ ପୌର ନିଗମ ପରିସରରେ ଶ୍ରୀ ମୋଦୀ!-->…