Browsing Tag

ଓଡିଶା ରିପୋର୍ଟର

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ : ଆଉ ଛଅମାସ ବଢାଅ ତାଲା ବନ୍ଦ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ଏପ୍ରିଲରେ ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଦେଖାଦେଇଥିଲା। ତାହାର ଭୟାବହ ପରିଣତି ଏବେ ମଧ୍ୟ ଦେଖିବାକୁ ମିଳୁଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଭଳି ଭାରାକ୍ରାନ୍ତ ହୋଇପଡିଲା ଯେ ଲୋକେ ଡାକ୍ତରଖାନା ବାହାରେ ପଡିରହି ପ୍ରାଣ

ବିଟା ଓ ଡେଲଟା ଷ୍ଟ୍ରେନ୍‌ ବିରୋଧରେ କୋଭାକ୍ସିନ୍‌ କବଚ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତୀୟ କଂପାନି ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା କରୋନା ଭାଇରସର ବିଟା ଏବଂ ଡେଲଟା ଷ୍ଟ୍ରେନ୍‌କୁ ଭଲ ଭାବେ ପ୍ରତିହତ କରିପାରୁଛି । ଏନଆଇଭି, ଆଇସିଏମଆର ଏବଂ ଭାରତ ବାୟୋଟେକ୍‌ର ଗବେଷକମାନଙ୍କ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ

ସରକାରଙ୍କ ଚରମବାଣୀ ପରେ ନଇଁଲା ଟ୍ବିଟର, ନୂଆ ସୂଚନା ପ୍ରଯୁକ୍ତି ଆଇନ ମାନିବ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ସରକାରଙ୍କ ଚରମବାଣୀ ପରେ ନରମିଛି ସୋସିଆଲ ମିଡିଆ କମ୍ପାନି ଟ୍ବିଟର । ସରକାରଙ୍କ ନୂଆ ଆଇଟି ଆଇନକୁ ପାଳନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଏହି ଆମେରିକୀୟ କମ୍ପାନି କହିଛି । କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତର

ବିଦେଶୀ ଟିକା କମ୍ପାନିଙ୍କ ସବୁ ସର୍ତ୍ତ ମାନିବେ ଭାରତ ସରକାର

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତ ବିଦେଶୀ ଟିକା କମ୍ପାନିମାନଙ୍କୁ ଇନଡେମନିଟି ବା ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଆଇନଗତ କାର୍ୟ୍ୟାନୁଷ୍ଠାରୁ ସୁରକ୍ଷା ପ୍ରଦାନ କରିପାରନ୍ତି । ଏଥିପାଇଁ ବିଦେଶୀ ଟିକା କମ୍ପାନି ଫାଇଜର,ମଡର୍ଣ୍ଣା, ଜନସନ ଆଦି ସର୍ତ୍ତ ରଖିଆସୁଛନ୍ତି

କରୋନା ପୀଡ଼ିତ ପିଲାମାନଙ୍କ କ୍ଷେତ୍ରରେ ବ୍ୟବହାର ହେବନି ରେମଡେସିଭିର୍‍ ଔଷଧ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ସଂକ୍ରମଣରେ ପୀଡ଼ିତ ହେଉଥିବା ପିଲାମାନଙ୍କ କ୍ଷେତ୍ରରେ ରେମଡେସିଭିର୍‍ ଔଷଧ ଆଦୌ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ୫ବର୍ଷରୁ କମ୍‍ ପିଲାମାନେ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ

ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି: ସାମ୍‌ସ ପୋର୍ଟାଲରେ ହେବ ନାମଲେଖା

ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ୨୦୨୧-୨୨ ଶିକ୍ଷାବର୍ଷରେ ସମସ୍ତ ଡିଗ୍ରୀ କଲେଜଗୁଡିକର ଯୁକ୍ତ ତିନି (ୟୁଜି) ନାମଲେଖା ସାମ୍‌ସ ଜରିଆରେ ହେବ । ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବ । କିଛି ବିଶ୍ୱବିଦ୍ୟାଳୟ ନିଜର ଯୁକ୍ତ ତିନି ନାମଲେଖା ପରିଚାଳନା କରିଥାନ୍ତି । ଅନ୍ୟ

ଜୁନ୍ ୧୪ରୁ ‘ଭାରତ ବାୟୋଟେକ୍‌’ର ହାଇଦ୍ରାବାଦ କ୍ୟାମ୍ପସ୍‌ରେ ପହରା ଦେବ ‘ସିଆଇଏସ୍‌ଏଫ୍‌’

ନୂଆଦିଲ୍ଲୀ ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତରେ ନିର୍ମିତ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ର ଉତ୍ପାଦନକାରୀ ‘ଭାରତ ବାୟୋଟେକ୍‌’ର ହାଇଦ୍ରାବାଦ କ୍ୟମ୍ପ୍‌ସ୍‌ର ନିରାପତ୍ତା ଭାର ଜୁନ୍‌ ୧୪ ତାରିଖରୁ ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ ଗ୍ରହଣ କରିବ ‌ବୋଲି

ରାଜ୍ୟର ସମସ୍ତ ଔଷଧ ଦୋକାନୀ ଓ କର୍ମଚାରୀ ନେବେ କରୋନା ଟିକା

ଭୁବନେଶ୍ୱର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କୋଭିଡ ବିରୋଧୀ ଯୁଦ୍ଧରେ ଏବେ ଟିକାକରଣରୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଥିବା ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ

ଜୁନ ଶେଷସୁଦ୍ଧା ଖୋଲିବ ବନିହାଲ-କାଜିଗଣ୍ଡ୍‍ ଟନେଲ

ଶ୍ରୀନଗର ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜାମ୍ମୁ-ଶ୍ରୀନଗର ୨୭୦ କିଲୋମିଟର ଦୀର୍ଘ ଜାତୀୟ ରାଜପଥରେ ବନିହାଲ-କାଜିଗଣ୍ଡ ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୮.୫ କିଲୋମିଟର ଦୀର୍ଘ ଏହି ଡବଲ ଟ୍ୟୁବ ଟନେଲ ନିର୍ମାଣ ଶେଷହେବା ପରେ ତାହାକୁ ସଂପ୍ରତି ପରୀକ୍ଷା ନିରୀକ୍ଷା ଏବଂ ଯାନବାହନ

ଆସୁଛି ବଡ଼ ବର୍ଷା, ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆସୁଛି ବଡ଼ ବର୍ଷା । ୧୦ରୁ ୧୪ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ । ସହରାଞ୍ଚଳ ଓ
error: Content is protected !!
Open chat