Browsing Tag

ଖବର

ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା: ପୁରୀ ବାହାର ଜିଲ୍ଲାରୁ ଶବ ଆସିଲେ ଦେବାକୁ ପଡ଼ିବ କରୋନାର ନେଗେଟିଭ୍ ସାର୍ଟିଫିକେଟ

ପୁରୀ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ଼ ଖବର। କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ ପ୍ରଶାସନର ନେଲା ବଡ଼ ନିଷ୍ପତ୍ତି। କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲଗାଯାଇଛି କଟକଣା। ବିଶେଷ କରି ପୁରୀ ବାହାର ଜିଲ୍ଲା ଓ ରାଜ୍ୟର ଶବ ଆସିଲେ କରୋନାର

ଜୁନ୍‌ ୧୪ରେ ମାଟ୍ରିକ୍‌ ପରୀକ୍ଷା ନେଇ ଗୁଜବ, ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଅପପ୍ରଚାର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ଗୁଜବ ସୃଷ୍ଟି କରିଛନ୍ତି ଦର୍ବୃତ୍ତ। ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଟ୍ବିଟରରେ ଘୁରି ବୁଲୁଛି। ତେବେ ଏହି ଫେକ୍ ଆକାଉଣ୍ଟ ତଥା ମିଥ୍ୟା ଖବର ଉପରେ ବିଶ୍ୱାସ ନ

ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟ୍ବିଟ୍‌ କରି ଜୁଏଲ୍‌ ଓରାମ୍‌ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସତର୍କତାମୂଳକ

କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  କୋଭିଡ ସ୍ଥିିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ବର୍ତ୍ତମାନର କୋଭିଡ ସ୍ଥିତି ଯୁଦ୍ଧ ସହ ସମାନ। ଜାତୀୟସ୍ତରରେ କୋଭିଡ ମୁକାବିଲାରେ ଓଡିଶା ସହଯୋଗ କରିବ। ଦେଶରେ ଦେଖାଦେଇଥିବା ଅକ୍ସିଜେନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କରେନା ପଜିଟିଭ୍

ନୂଆଦିଲ୍ଲୀ :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କରେନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ପୋଖରିୟାଲ ଏକ ଟ୍ୱିଟରେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଔଷଧ ସେବନ କରିବା ସହ ଚିକିତ୍ସିତ ହେଉଛନ୍ତି। ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା

ଅଗଷ୍ଟ ୧୫ ସୁଦ୍ଧା ଟିକାକରଣ ସାରିବାକୁ କେନ୍ଦ୍ରର ​‌ଯୋଜନା

ନୂଆଦିଲ୍ଲୀ: ଆଗାମୀ ସାଢ଼େ ୩ ମାସ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଟିକାକରଣ ଅଭିଯାନ ଶେଷ ହେବ। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଏହି ସମୟ ମଧ୍ୟରେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ୧୦ ଲକ୍ଷରୁ ଅଧିକ ଟିକାକରଣ କେନ୍ଦ୍ର

ବ୍ରିସ୍‌ବେନ୍‌ରେ ଭାରତର ଐତିହାସିକ ବିଜୟ : ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇଲା ଟିମ୍ ଇଣ୍ଡିଆ

ବ୍ରିସବେନ୍: ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି। ଏହାସହବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି। ରିଷଭ ପନ୍ତ ଓ ୱାସିଂଟନ

ଭାରତ ବାୟୋଟେକର ଘୋଷଣା : କୋଭାକ୍ସିନରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଲେ କମ୍ପାନୀ ଦେବ କ୍ଷତିପୂରଣ

ହାଇଦ୍ରାବାଦ : କରୋନା ଭୂତାଣୁ ବିରୁଦ୍ଧରେ ସ୍ୱଦେଶୀ ଟିକା କୋଭାକ୍ସିନ ବିକଶିତ କରିଥିବା ଭାରତ ବାୟୋଟେକ୍ କହିଛି ଯେ, ଯଦି କେହି ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି, ତେବେ କମ୍ପାନୀ ଏହାର କ୍ଷତିପୂରଣ ଦେବ । ଭାରତ ବାୟୋଟେକ୍ (ବିବିଏଲ୍), ଭାରତ

ଭାରତ ବାୟୋଟେକ୍‌ର ଘୋଷଣା: କୋଭାକ୍ସିନର ସାଇଡ ଇଫେକ୍ଟ ପଡିଲେ କମ୍ପାନୀ ଦେବ କ୍ଷତିପୂରଣ,ଫର୍ମରେ ଲେଖିବାକୁ ହେବ…

ନୂଆଦିଲ୍ଲୀ,୧୬।୧: ଭାରତ ବାୟୋଟେକର ଭ୍ୟାକସିନ୍-କୋଭାକ୍ସିନ୍‌କୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି। ଏହା ଭିତରେ କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଭ୍ୟାକସିନର ଖରାପ ପ୍ରଭାବ ଯଦି ପଡୁଛି ତେବେ ଲାଭାର୍ଥୀଙ୍କୁ କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ, କମ୍ପାନୀ ନିଜର ଫର୍ମରେ ଏ

ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସବୁ ସଫଳତାର ଶ୍ରେୟ ଦେଲେ ବୈଜ୍ଞାନିକଙ୍କୁ https://twitter.com/narendramodi/status/1350306962676715522 ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ
error: Content is protected !!
Open chat