Browsing Tag

ଚିଫ ରିପୋର୍ଟର

ରଜ ବେଳକୁ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର : ଏ ବର୍ଷ ରଜ ବେଳକୁ ଓଡ଼ିଶାରେ ମୌସୁମୀ ବାୟୁ ଆସିବାର ସମ୍ଭାବନା ରହିଛି । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଏହା ସ୍ପଷ୍ଚ ହୋଇଯାଇଛି । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ । ଏଣୁ ସ୍ବାଭାବିକ ଭାବେ ଜୁନ ୧ରେ ମୌସୁମୀ କେରଳ

ଭାରତରେ ସ୍ପୁଟନିକ ଟିକା ଉତ୍ପାଦନ ପାଇଁ ଆବେଦନ କଲା ସେରମ୍‍ ଇନଷ୍ଟିଚ୍ୟୁଟ

ପୁନେ: ରୁଷିଆର କୋଭିଡ-୧୯ ଟିକା ସ୍ପୁଟନିକ ଭି ଭାରତରେ ଉତ୍ପାଦନ କରିବାକୁ ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି। ସରକାରୀ ସୂତ୍ରରୁ କୁହାଯାଇଛି ଯେ ପୁନେସ୍ଥିତ ଏସଆଇଆଇ ବୁଧବାର ଦିନ ଏଥିପାଇଁ ଆନୁଷ୍ଠାନିକ ଭାବରେ

ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ, ୧୫ଦିନରେ ପ୍ରସ୍ତୁତ ହେବ ମୂଲ୍ୟାୟନ ପଦ୍ଧତି…

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ନିକଟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ତେବେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ପ୍ରସଙ୍ଗରେ ଓଡ଼ିଶା ସମେତ ସାରା ଦେଶରେ ଦ୍ବନ୍ଦ୍ବ ଲାଗି ରହିଛି। ପରୀକ୍ଷା ବାତିଲ ହେବା ପରେ

ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା

ଲଣ୍ଡନ: ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁସଂଖ୍ୟା ଶୂନରେ ପହଞ୍ଚିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୨୭,୭୮୨ରେ ପହଞ୍ଚିଛି। ଖବର ସରବରାହ ସଂସ୍ଥା ଜିନହୁଆ ପକ୍ଷରୁ କୁହାଯାଇଛି, ବ୍ରିଟେନରେ ଆଉ

ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ : ନବୀନ ପଟ୍ଟନାୟକ

ଟିକା ସଂକଟ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଭୁବନେଶ୍ୱର : କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ି ସେ ଚିଠି ଲେଖିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ୱ

ହାଇକୋର୍ଟଙ୍କ ନିର୍ଦ୍ଦେଶ; ଯାଞ୍ଚ ହେବ କଟକ ସହରର ସମସ୍ତ କଲ୍ୟାଣ ମଣ୍ଡପ

କଟକ: କଟକ ସହରରେ ଅନୁମତିପ୍ରାପ୍ତ ସମସ୍ତ ୭୪ଟି କଲ୍ୟାଣ ମଣ୍ଡପ ନିୟମାବଳୀ ପାଳନ କରୁଛନ୍ତି କି ନାହିଁ ତାହା ଯାଞ୍ଚ ହେବ। ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧, ଏପ୍ରିଲ ୧୯ରେ କଲ୍ୟାଣ ମଣ୍ଡପ ଆସୋସିଏସନ୍ ସଂପାଦକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ

ଗାଇଡଲାଇନ୍ ଜାରି କଲା ଡିଆରଡିଓ : ସମସ୍ତଙ୍କୁ ଦିଆଯିବ ନାହିଁ ଆଣ୍ଟି କରୋନା ଔଷଧ ୨-ଡିଜି

ନୂଆଦିଲ୍ଲୀ :  କରୋନା ରୋଗୀଙ୍କ ଉପରେ ୨-ଡିଜି ଔଷଧ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କଲା ଡିଆରଡିଓ। ତେବେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ ଗମ୍ଭୀର ହୃଦରୋଗ ପୀଡିତ, ରେସ୍ପିରେଟରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ ପୀଡିତଙ୍କୁ ଏହି ଔଷଧ ଦେବା ପୂର୍ବରୁ ସତର୍କତା ରକ୍ଷା କରିବାକୁ କୁହାଯାଇଛି।

‘ଫାଇଜର୍‌’ ଓ ‘ମଡର୍ଣ୍ଣା’କୁ ଆଇନଗତ ସୁରକ୍ଷା ଦେଇପାରନ୍ତି ଭାରତ ସରକାର

ନୂଆଦିଲ୍ଲୀ: ଭାରତରେ ‘ଫାଇଜର୍‌’ ଓ ‘ମଡର୍ଣ୍ଣା’ ଟିକାର ଅନୁମୋଦନ ତ୍ବରାନ୍ବିତ କରିବା ଲାଗି ସରକାର ‘ଇଣ୍ଡେମିନିଟି’ ବା ଆଇନଗତ ସୁରକ୍ଷା ଦେଇପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଉପରୋକ୍ତ କମ୍ପାନି ଉତ୍ପାଦିତ ଟିକା ବ୍ୟବହାରଜନିତ କୌଣସି ସମସ୍ୟା ବା ଦାବିକୁ ଚାଲେଞ୍ଜ୍ କରିବା

ଟିକା ଅଭାବ, ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ୱର ଆଜିଠୁ ପ୍ରାୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ବନ୍ଦ ରହିବ । ଟିକା ଅଭାବ ଯୋଗୁ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ୪୫ ବର୍ଷରୁ ଊଦ୍ଧ୍ୱର୍ ଟିକାକରଣ ପ୍ରକ୍ରିୟାରେ ଓଡିଶାକୁ ଆସିବ ୩ଲକ୍ଷ ୫ ହଜାର ୪ଶହ ୬୦ କୋଭିସିଲ୍ଡ

ନିଯୁକ୍ତି ହରାଇଛନ୍ତି ଏକ କୋଟି ଭାରତୀୟ

ନୂଆଦିଲ୍ଲୀ: କରୋନା-୨୦୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରି ହରାଇଛନ୍ତି। ଏହା ବ୍ୟତୀତ କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମଆଇଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ
error: Content is protected !!
Open chat