ଧର୍ମଗଡ: ୭୪ତମ ଉପଖଣ୍ଡ-ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ – ଉପ-ଜ଼ିଲ୍ଲାପାଳ କଲେ ପତାକା ଉତ୍ତୋଳନ
ଧର୍ମଗଡ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : କଳାହାଣ୍ଡି ଜିଲ୍ଲା ଧର୍ମଗଡଠାରେ ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପଞ୍ଚାୟତ ପଡିଆରେ ପାଳିତ ହୋଇଯାଇଛି । ତେବେ କରୋନା କଟକଣା ଯୋଗୁଁ କୋଭିତ-19 ନିର୍ଦେଶ ଅନୁଯାଇ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ!-->…
