କରୋନା ପ୍ରଭାବ : ନିବେଶକଙ୍କୁ ବିପୁଳ ରିଟର୍ଣ୍ଣ ଦେଉଛି ସୁନା – ଦିପାବଳୀ ବେଳକୁ ସୁନା ଦର ଛୁଇଁପାରେ ୭୦,୦୦୦…
ମୁମ୍ବାଇ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଗତ କିଛି ଦିନ ମଧ୍ୟରେ କ୍ରମାଗତ ଭାବେ ୧୬ ଦିନ ଧରି ସୁନା ଓ ରୁପା ଦରରେ ବୃଦ୍ଧି ଜାରି ରହିଛି । କରୋନା ମାଡ଼ରେ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ଚଳିତବର୍ଷ ଜାନୁଆରୀଠାରୁ ନିବେଶକଙ୍କୁ ବିପୁଳ!-->…
