Browsing Tag

ଚିଫ

ଜିଏସ୍‌ଟି ଠକେଇ କଲେ ଜାମିନ ମିଳିବନି : ଓଡ଼ିଶା ହାଇକୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୭:: ଜିଏସ୍‌ଟି ଠକେଇକାରୀଙ୍କୁ ଆଉ ମିଳିବନି ରକ୍ଷା। ଜିଏସ୍‌ଟି ଠକେଇ ମାମଲାରେ ଦିଆଯିବନି ଜାମିନ। କାରଣ ଜିଏସ୍‌ଟି ଠକେଇ ଦ୍ୱାରା ଦେଶର ଅର୍ଥନୀତି ଧ୍ୱଂସ ହେଉଛି। ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଏଭଳି ଅପରାଧୀଙ୍କୁ ଆଇନ ପରସରକୁ ନଆଣିଲେ

ସାମ୍‌ସଙ୍ଗ ଫୋନ‌ରେ ଗୁଗଲ ପ୍ରଡକ୍ଟକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନୀ ସାମ୍‌ସଙ୍ଗର ଫୋନଗୁଡିକରେ ଗୁଗଲ ପ୍ରଡକ୍ଟଗୁଡିକୁ ପ୍ରାଥମିକତା ମିଳିବାକୁ ଯାଉଛି। ଆଲ୍‌ଫାବେଟ୍‌ ଇଙ୍କ୍‌ର ଗୁଗଲ ଏବଂ ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସ ମଧ୍ୟରେ ଏ ନେଇ ଏକ ବଡ ଡିଲ୍‌ ହେବାକୁ ଯାଉଛି ବୋଲି

ପୁଣି ବଢିଲା ଆୟକର ଦାଖଲ ଅବଧି : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା ରିଟର୍ଣ୍ଣ ତାରିଖ

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central Board of Direct

ଶେଷରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭ : ଗେହଲଟ ସରକାରଙ୍କ ତିନୋଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଅଶୋକ ଗେହଲଟ କ୍ୟାବିନେଟ

ଆଜି ଅଭିନେତା ସୋନୁ ସୁଦଙ୍କ ‘ଜନ୍ମଦିନ’ : ଜନ୍ମଦିନରେ ପ୍ରବାସୀଙ୍କୁ ୩ଲକ୍ଷ ଚାକିରୀ ଦେବାକୁ କଲେ…

ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ଅଭିନେତା ସୋନୁ ସୁଦ କରୋନା କାଳରେ ଯେଉଁଭଳି ଅଭାବୀ ଲୋକଙ୍କ ସାହାଯ୍ୟ କରିଛନ୍ତି, ଯେଉଁଭଳି ସଙ୍କଟ ସମୟରେ ଦେବତା ହୋଇ ଲୋକଙ୍କୁ ସମ୍ଭାଳିଛନ୍ତି, ତାଙ୍କ ପ୍ରଶଂସାର ଧାରା ଜାରି ରହିଛି। ଏବେ ଏହି ପ୍ରଶଂସା ପରେ ସୋନୁ ଅଟକି ଯାଇନାହାନ୍ତି।

ରାଜ୍ୟର ପ୍ରଥମ ମହିଳା ଭାବେ ଏସ୍‌ସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭: ଜୁଲାଇ ୨୯:କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଏବେ ବେଶ ଆବଶ୍ୟକୀୟ ଓ ଶକ୍ତିଦାୟକ ମାଧ୍ୟମ ହୋଇଥିଲାବେଳେ ଏଥିପାଇଁ ରାଜ୍ୟସରକାର ପ୍ଲାଜବା ବ୍ୟାଙ୍କ ମାନ ସ୍ଥାପନ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ

ଗୁଗଲ୍ କର୍ମଚାରୀ ୨୦୨୧ ଜୁଲାଇ ୩୧ପର୍ଯ୍ୟନ୍ତ ଘରୁ କାମ କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଗଲ୍ ବିଶ୍ୱବ୍ୟାପି ନିଜର କର୍ମଚାରୀଙ୍କୁ ୨୦୨୧ ଜୁଲାଇ ଯାଏଁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଏନେଇ ଗୁଗଲ୍ ସିଇଓ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଜରିଆରେ ଏହି ବାର୍ତ୍ତା ପଠାଇଛନ୍ତି।

ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ : ଏଣିକି ୩ ବର୍ଷରୁ ନାମ ଲେଖା ; ଭାରତକୁ ଏକ ‘ଗ୍ଲୋବାଲ ନଲେଜ୍ ସୁପର ପାୱାର୍’ କରିବା…

ଅଙ୍ଗନବାଡ଼ି/ପ୍ରାକ୍ ବିଦ୍ୟାଳୟକୁ ବ୍ୟବସ୍ଥିତ ଓ ଦୃଢ଼ କରାଯିବମାତୃଭାଷା/ଆଞ୍ଚଳିକ ଭାଷାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯିବସ୍କୁଲ୍‌ ଶିକ୍ଷାର ସବୁ ସ୍ତରରେ ସଂସ୍କୃତ ଭାଷା ବିକଳ୍ପ ଭାବେ ରହିବରାଜ୍ୟରେ ପ୍ରତିଷ୍ଠା ହେବ ଏସ୍‌ଏସ୍‌ଏସ୍‌ଏ କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର

ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ଏପ୍ରିଲରେ ରାଜ୍ୟରେ ୭୨,୦୦୦ରୁ ଅଧିକ ଗ୍ରାହକ ଯୋଡ଼ିଲା:ଟ୍ରାଇ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭:ଓଡ଼ିଶାର ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨, ୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା

କରୋନା କଟକଣା ପାଇଁ ଏବର୍ଷ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭: କରୋନା କଟକଣା ପାଇଁ ଏଥର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି
error: Content is protected !!
Open chat