ଭୁବନେଶ୍ବର ଏମ୍ସରେ ସ୍ଥାପନ ହେବ ଜୀବନ ରକ୍ଷାକାରୀ ଇକମୋ ମେସିନ, କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଓଡ଼ିଶାରେ…
ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜୀବନ ରକ୍ଷାକାରୀ ଇକମୋ ମେସିନ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଲାଗିବ ବୋଲି ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଏମ୍ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତ ଯେ ଭୁବନେଶ୍ୱର!-->…