Browsing Tag

ଚିଫ

ଜୁନ୍ ୧୪ରୁ ‘ଭାରତ ବାୟୋଟେକ୍‌’ର ହାଇଦ୍ରାବାଦ କ୍ୟାମ୍ପସ୍‌ରେ ପହରା ଦେବ ‘ସିଆଇଏସ୍‌ଏଫ୍‌’

ନୂଆଦିଲ୍ଲୀ ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତରେ ନିର୍ମିତ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ର ଉତ୍ପାଦନକାରୀ ‘ଭାରତ ବାୟୋଟେକ୍‌’ର ହାଇଦ୍ରାବାଦ କ୍ୟମ୍ପ୍‌ସ୍‌ର ନିରାପତ୍ତା ଭାର ଜୁନ୍‌ ୧୪ ତାରିଖରୁ ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ ଗ୍ରହଣ କରିବ ‌ବୋଲି

ରାଜ୍ୟର ସମସ୍ତ ଔଷଧ ଦୋକାନୀ ଓ କର୍ମଚାରୀ ନେବେ କରୋନା ଟିକା

ଭୁବନେଶ୍ୱର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କୋଭିଡ ବିରୋଧୀ ଯୁଦ୍ଧରେ ଏବେ ଟିକାକରଣରୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଥିବା ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ

ଜୁନ ଶେଷସୁଦ୍ଧା ଖୋଲିବ ବନିହାଲ-କାଜିଗଣ୍ଡ୍‍ ଟନେଲ

ଶ୍ରୀନଗର ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜାମ୍ମୁ-ଶ୍ରୀନଗର ୨୭୦ କିଲୋମିଟର ଦୀର୍ଘ ଜାତୀୟ ରାଜପଥରେ ବନିହାଲ-କାଜିଗଣ୍ଡ ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୮.୫ କିଲୋମିଟର ଦୀର୍ଘ ଏହି ଡବଲ ଟ୍ୟୁବ ଟନେଲ ନିର୍ମାଣ ଶେଷହେବା ପରେ ତାହାକୁ ସଂପ୍ରତି ପରୀକ୍ଷା ନିରୀକ୍ଷା ଏବଂ ଯାନବାହନ

ଆସୁଛି ବଡ଼ ବର୍ଷା, ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆସୁଛି ବଡ଼ ବର୍ଷା । ୧୦ରୁ ୧୪ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ । ସହରାଞ୍ଚଳ ଓ

୭ଟି ଜିଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ, ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ୨୯.୪୧ କୋଟି ଟଙ୍କାର…

ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆଜି ରାଜ୍ୟର ୭ଟି ଜିଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍‌ଇ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା

କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ

୨୦୨୧-୨୨ ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି ; ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୧୯୪୦ ଟଙ୍କା

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଏବଂ ଅନ୍ନଦାତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାକାର ୨୦୨୧-୨୨ ଖରିଫ ଫସଲ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ

୧୨ରେ କୁଳପତି ବୈଠକ: ସ୍ନାତକ-ସ୍ନାତକୋତ୍ତର ପାଠପଢ଼ା, ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି ନିଆଯାଇପାରେ

ଭୁବନେଶ୍ୱର ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା କାଳରେ ଶିକ୍ଷା ବିଭାଗ ଉପରେ ସର୍ବାଧିକ ପ୍ରଭାବ ପଡିଛି । ସ୍ନାତକ ଓ ସ୍ନାତକୋତ୍ତର ପାଠପଢା ଏବଂ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି । ଚଳିତ ମାସ ୧୨ ତାରିଖରେ ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ

ଜୁଲାଇ ମାସରେ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଏଥର ସ୍ବାଭାବିକ ସମୟ ନିର୍ଘଣ୍ଟ ଅନୁଯାୟୀ ଜୁଲାଇ ମାସରେ ସଂସଦର ମୌସୁମୀ ଅଧିବେଶନ ବସିବ ବୋଲି ଆଶାବାଦୀ ଥିବା କଥା ମଙ୍ଗଳବାର ଦିନ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଗଣମାଧ୍ୟମକୁ ଯୋଶୀ କହିଛନ୍ତି,

ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ

ନୂଆଦିଲ୍ଲୀ ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ବିଶ୍ୱରେ ଭୂପୃଷ୍ଠରେ ସର୍ବାଧିକ ବେଗରେ ଗତି କରିପାରୁଥିବା ଚିତାବାଘକୁ ଆଉ କିଛିଦିନ ମଧ୍ୟରେ ଭାରତୀୟମାନେ ଦେଖିବାର ସୁଯୋଗ ପାଇବେ। ପାଖାପାଖି ୫୦ ବର୍ଷ ତଳେ ଭାରତରୁ ଚିତାବାଘ ବଂଶ ବିଲୁପ୍ତ ହୋଇଯାଇଥିବାବେଳେ ଏବେ କିଛି ଚିତାବାଘ
error: Content is protected !!
Open chat