Browsing Tag

ନିଉ୛

୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି

ନୂଆଦିଲ୍ଲୀ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କ​ଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ…

ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ଯୋଜନାରେ ଓଡ଼ିଶା ଦ୍ୱିତୀୟ: ନବ ଦାସ

ଭୁବନେଶ୍ୱର ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଉପସ୍ଥିତ ରହି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନଶୁଖ…

ସ୍ବର୍ଗଦ୍ବାରରେ ଉପଲବ୍ଧ ସେବା ସଂପର୍କିତ ସୂଚନା ନିମନ୍ତେ ଟେଲିଫୋନ ନମ୍ବର ଜାରି କଲା ଜିଲ୍ଲା ପ୍ରଶାସନ

ପୁରୀ ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ସେଠାରେ ଉପଲବ୍ଧ ସେବା ସଂପର୍କିତ ସୂଚନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବର ହେଲା -୦୬୭୫୨ ୨୯୧୨୯୧ । ସ୍ବର୍ଗଦ୍ବାରରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି…

ନବରଙ୍ଗପୁର ଜିଲାରେ୧୩୩ ଗ୍ରାମ ବାଲ୍ୟବିବାହ ମୁକ୍ତ, ଘୋଷଣା କଲେ ଜିଲାପାଳ

ନବରଙ୍ଗପୁର ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାଏମ ରହିଛି। ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି…

ଏକ୍‌ଜିଟ୍‌ ପୋଲ୍; ଆସାମରେ ପୁଣି ବିଜେପି ସରକାର

ନୂଆଦିଲ୍ଲୀ; ଆସାମରେ ପୁଣି ଫେରିବ ବିଜେପି ସରକାର। ଏଥର କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇଥିବା ବେଳେ ସରକାର ଗଠନ କରିବାରେ ଅସଫଳ ହୋଇଛି। ଏକ୍‌ଜିଟ୍‌ ପୋଲ୍‌ରେ ଏଭଳି ଫଳାଫଳା ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଆକ୍ସିସ୍‌ ମାଇ ଇଣ୍ଡିଆ ଏକ୍‌ଜିଟ୍ ପୋଲ୍‌ ଅନୁସାରେ…

ଟିକା ନେଇ ସାରିଥିଲେ ଦରକାର ନାହିଁ ମାସ୍କ, କେବଳ ମାନିବାକୁ ହେବ ସାମାଜିକ ଦୂରତା

ନୂଆଦିଲ୍ଲୀ, ୨୮/୪ : ମହାମାରୀ କରୋନା ସଙ୍କଟ ସମୟରେ ମାସ୍କ ଏବଂ ସାନିଟାଇଜର ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେବେ ଏହି ମଧ୍ୟରେ ଏକ ଖବର ଆସିଛି ଯେ, ଆମେରିକାରେ ଯେଉଁମାନେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନଙ୍କୁ ଆଉ ମାସ୍କ ଲଗାଇବାର ଆବଶ୍ୟକତା…

କୋଭାକ୍‌ସିନ୍‌ ଟିକାରେ ରହିଛି ମାରାତ୍ମକ କରୋନା ଭୂତାଣୁର ‘୬୧୭’ ପ୍ରକାରକୁ ନିଷ୍କ୍ରିୟ କରିବାରେ ସଫଳତା: ଆମେରିକା…

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମିତ ରୋଗୀ ଏବଂ ମୃତ୍ୟୁର ଏକ ନୂଆ ରେକର୍ଡ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ସମସ୍ତେ ଯଥାଶୀଘ୍ର ଟିକା ପାଇବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ, ଏକ ଆଶ୍ବସ୍ତିକର ଖବର ଆସିଛି । କୋଭିଡ ୧୯ ସହିତ…

ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡ଼ିକାଲ୍‌ କଲେଜର କାର୍ଡିଓଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବାବେଳେ ଅଗ୍ନିକାଣ୍ଡ ଯୋଗୁ କୌଣସି କ୍ଷତି ହୋଇନାହିଁ। ୱିଣ୍ଡୋ ଏସିରେ ସର୍ଟସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା…

ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା: ପୁରୀ ବାହାର ଜିଲ୍ଲାରୁ ଶବ ଆସିଲେ ଦେବାକୁ ପଡ଼ିବ କରୋନାର ନେଗେଟିଭ୍ ସାର୍ଟିଫିକେଟ

ପୁରୀ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ଼ ଖବର। କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ ପ୍ରଶାସନର ନେଲା ବଡ଼ ନିଷ୍ପତ୍ତି। କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲଗାଯାଇଛି କଟକଣା। ବିଶେଷ କରି ପୁରୀ ବାହାର ଜିଲ୍ଲା ଓ ରାଜ୍ୟର ଶବ ଆସିଲେ କରୋନାର…

ଜୁନ୍‌ ୧୪ରେ ମାଟ୍ରିକ୍‌ ପରୀକ୍ଷା ନେଇ ଗୁଜବ, ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଅପପ୍ରଚାର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ଗୁଜବ ସୃଷ୍ଟି କରିଛନ୍ତି ଦର୍ବୃତ୍ତ। ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଟ୍ବିଟରରେ ଘୁରି ବୁଲୁଛି। ତେବେ ଏହି ଫେକ୍ ଆକାଉଣ୍ଟ ତଥା ମିଥ୍ୟା ଖବର ଉପରେ ବିଶ୍ୱାସ ନ…
error: Content is protected !!
Open chat