Browsing Tag

ନିଉ୛

ଓଡ଼ିଆ ଭାଷାକୁ ମିଳିଲା ନୂଆ ପରିଚୟ : ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ମଧ୍ୟ ଓଡ଼ିଆ ଭାଷା ଅନୁବାଦ ହୋଇପାରିବ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : ଓଡ଼ିଆ ଭାଷାକୁ ମିଳିଲା ନୂଆ ପରିଚୟ, ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ମଧ୍ୟ ଓଡ଼ିଆ ଭାଷା ଅନୁବାଦ ହେବ । ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ସ୍ଥାନ ପାଇଛି। ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଶ୍ୱର ପ୍ରମୁଖ

କରୋନା ମୁକାବିଲା ପାଇଁ ରାଜ୍ୟଗୁଡିକୁ ୩ କୋଟିରୁ ଅଧିକ ଏନ-95 ମାସ୍କ ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଙ୍ଗନବାଡ଼ି ରେଜିଷ୍ଟରରେ ବୟସ ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୪/୦୮: ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଅଙ୍ଗନବାଡ଼ି କେନ୍ଦ୍ର ରେଜିଷ୍ଟରରେ ରେକର୍ଡ ହୋଇଥିବା ବୟସ ବିଶ୍ବାସଯୋଗ୍ୟ ନୁହେଁ ବୋଲି କହିଛନ୍ତି। ପୀଡିତାଙ୍କ ବୟସକୁ ନେଇ ଦ୍ବନ୍ଦ୍ବ କ୍ଷେତ୍ରରେ ମାଟ୍ରିକ ସାର୍ଟିଫିକେଟକୁ ଅଗ୍ରାଧିକାର ଦିଆଯିବ

“ପଖାଳ” ମୋର ପସନ୍ଦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: ଓଡ଼ିଆ ଖାଦ୍ୟକୁ ସ୍ବତନ୍ତ୍ର ପରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଣ୍ଟା ଭିଡ଼ିଛି। ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଚାଲିଥିବା ଏହି ରୋଷେଇ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଦୂରଦର୍ଶ‌ନରେ ପ୍ରସାରିତ ହେବ। ଏହି

କୋଭିଡ୍‌-୧୯କୁ ନେଇ ଗୁଜବ, ଅପପ୍ରଚାର କରୁଥିବା ଭିଡିଓ, ଅଡିଓ ଓ ଚିତ୍ର କିମ୍ବା କୌଣସି ଲେଖା ସେୟାର ଏକ ଅପରାଧ :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: କୋଭିଡ୍‌-୧୯କୁ ନେଇ ଅପପ୍ରଚାର ଅପରାଧ। ମାର୍ଚ୍ଚରୁ ଅଗଷ୍ଟ ଭିତରେ ରାଜ୍ୟ ପୁଲିସର ବିଭିନ୍ନ ଥାନାରେ ୭୩ଟି ମାମଲା ରୁଜୁ ହେଲାଣି। ଏହାକୁ ନେଇ ସରକାରଙ୍କ ସହ ପୁଲିସ ମଧ୍ୟ କଠୋର ହୋଇଛି। ଏଣୁ ସମସ୍ତେ ସୁଧୁରି ଯାଅ। କୋଭିଡ୍‌କୁ ନେଇ ଗୁଜବ,

ରାଉଲକେଲା: ଉଦିତନଗର ସରକାରୀ ବାଳିକା ବିଦ୍ୟାଳୟରେ ‘ବିଶ୍ୱ ସଂସ୍କୃତ ଦିବସ’ ପାଳିତ

ରାଉଲକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : ଇସ୍ପାତ ନଗରୀ ରାଉଲକେଲାର ଉଦିତନଗରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ କେବଳ କର୍ମକର୍ତ୍ତା ମାନଙ୍କ ମଧ୍ୟରେ 'ଗୁଗୁଲମିଟ' ମାଧ୍ୟମରେ 'ବିଶ୍ୱ ସଂସ୍କୃତ ଦିବସ' ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷା

ଆଜି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଲଞ୍ଚ୍‌ କରିବେ “ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସାରା ଦେଶରେ ସର୍ବ ବୃହତ୍‌ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ ଲଞ୍ଚ୍‌ କରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏହା ଆୟୋଜନ ହେବ। ଏହି ରନ୍‌ ଅଗଷ୍ଟ ୧୫ରୁ ଅକ୍ଟୋବର ୨ ତାରିଖ

ଭାରତରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ କିଣିବ ‘ଟିକ୍-ଟକ୍’ର ମାଲିକାନା : ଦେଶକୁ ପୁଣି ଫେରିବା ଆଶା ଉଜ୍ଜଳ

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଟିକଟକ୍ ବ୍ୟବହାରୀଙ୍କ ପାଇଁ ଏକ ଖୁସି ଖବର । ଭାରତକୁ ପୁଣି ଫେରିପାରେ ଟିକ୍ ଟକ୍ । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଟିକଟକର ଭାରତ କାରବାର କିଣିବା ନେଇ କଥାବାର୍ତା ଚଳାଇଥିବା ସୂଚନା ମିଳିଛି । ଅନୁରୂପ ଭାବରେ ଆମେରିକାରେ

ରାଜଗାଙ୍ଗପୁର: ବିଜୁ ଜନତା ଦଳ ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ୬୦ ୟୁନିଟ ରକ୍ତ ସଂଗୃହିତ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : କରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ନଜରରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗଷ୍ଟ ୯ କ୍ରାନ୍ତି ଦିବସ ରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି।

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା : ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟକଳାପକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କ ଦେଶ ଖାଲିସ୍ତାନୀ ଗତିବିଧି କିମ୍ବା ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟ କଳାପକୁ ସମର୍ଥନ କରେ ନାହିଁ । ବ୍ରିଟିଶ ସିକ ଅଶ୍ୱସିଏସାନର ଚେୟାରମ୍ୟାନ ଓ ବ୍ୟବସାୟୀ ଲର୍ଡ଼
error: Content is protected !!
Open chat