ଅଗଷ୍ଟ ୧୭ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ, ଫେରିବ ବର୍ଷା !
ଭୁବନେଶ୍ବର ୧୨/୦୮/୨୦୨୧ କଳିଙ୍ଗ ଜ୍ଯୋତି(ରଶ୍ମି ରଞ୍ଜନ ଦାସ) : ଏ ବର୍ଷ ଜୁଲାଇ ପର୍ଯ୍ୟନ୍ତ ମୌସୁମୀ ବର୍ଷା ସ୍ବାଭାବିକ ଥିବାବେଳେ ଅଗଷ୍ଟର ପ୍ରଥମ ଦୁଇ ସପ୍ତାହରେ ବର୍ଷା ନିଅଣ୍ଟ ଦେଖାଦେଇଛି । ଏହା ଫଳରେ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖାଦେଇଛି । କିନ୍ତୁ!-->…