Browsing Tag

ପୋଷ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬%

ଭୁବନେଶ୍ବର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ବିଜ୍ଞାନରେ ପାସହାର ୯୫.୧୫% ରହିଛି। ସେହିପରି ବାଣିଜ୍ୟରେ ପାସହାର ୯୪.୯୬%

ରାଜ୍ୟକୁ ମିଳୁନି ଆବଶ୍ୟକୀୟ ସାର! କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟକୁ ଆବଶ୍ୟକତା ଅନୁସାରେ ସାର ଆସୁନି । ସାର ଅଭାବ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ମେ, ଜୁନ, ଜୁଲାଇ ମାସର  ନିଅଣ୍ଟିଆ ସାର ଯୋଗାଣ ପାଇଁ

ଭୁବନେଶ୍ବରରେ ୧୦୦% ଟିକାକରଣ: ବିଏମସି

ଭୁବନେଶ୍ୱର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ। ତାଙ୍କ ସୂଚନା ମୁତାବକ, ବିଭିନ୍ନ ବର୍ଗରେ

କୋଭିଡ କଟକଣା କୋହଳ, ଅଗଷ୍ଟ ମାସରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର-କଟକରେ ଜାରି ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌ ଭୁବନେଶ୍ୱର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ମୁକାବିଲା ସହିତ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା

ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା , ମାଲକାନଗିରି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ

ମାଲକାନଗିରି ୩୦/୦୭/୨୦୨୧ କଳିଙ୍ଗ ଜ୍ଯୋତି :ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା , ମାଲକାନଗିରି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନୟନ ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ , ଶ୍ରୀ ତୁଷାରକାନ୍ତି ବେହେରା , ଇଲେକଟ୍ରନିକ୍ସ ଏବଂ ଆଇଟି , ସ୍କାର୍ଟ ଓ ୟୁଥ ସର୍ଭିସେସ ତଥା ଅଧ୍ୟକ୍ଷ – ଜିଲ୍ଲା ଯୋଜନା

ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି, ବଳବତ୍ତର ରହିବ ନାଇଟ କର୍ଫ୍ୟୁ

କୋଲକାତା ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର | ଆଜି ତୃତୀୟ ଲହରକୁ ଆଖି ଆଗରେ ରଖି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଅବଧିକୁ ଅଗଷ୍ଟ ୧୫

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ମେଡିକାଲ ପାଠ୍ୟକ୍ରମ ପାଇଁ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଓ ଇଡବ୍ଲ୍ୟୁଏସ ବର୍ଗ ପାଇଁ…

ନୂଆଦିଲ୍ଲୀ ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ସରକାରଙ୍କ ତରଫରୁ ଡାକ୍ତରୀ ପାଠ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଏଥିରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ)ର ଛାତ୍ରଛାତ୍ରୀମାନଙ୍କ ପାଇଁ ସଂରକ୍ଷଣ

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା। ଏଥିପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨ରୁ ୧୪ ତାରିଖ

ଆସନ୍ତା କାଲିଠୁ ଅଫଲାଇନ୍‍ ମାଟ୍ରିକ୍‍ ପରୀକ୍ଷା

କଟକ ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ଆସନ୍ତାକାଲିଠାରୁ ଅଫଲାଇନ୍‍ ମାଧ୍ୟମରେ ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା ଆରମ୍ଭ ହେବ। କୋଭିଡ୍‍ ନିୟମ ପାଳନ ସହ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା

ବସବରାଜ ବୋମ୍ମଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ / ବେଙ୍ଗାଲୁରୁ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : କର୍ଣ୍ଣାଟକକୁ ଆଜି ନୂଆ ମୁଖ୍ୟମନ୍ତ୍ରୀ ମିଳି ଯାଇଛି । ବିଏସ୍ ୟେଦିୟୁରପ୍ପା ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ , ଏହାପରେ ଆଜି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳର ବସବରାଜ ବୋମ୍ମଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ
error: Content is protected !!
Open chat