୫ କୋଟି ଟଙ୍କାର ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ଲୋକାର୍ପିତ, ଉପକୃତ ହେବେ ଯୁକ୍ତ ତିନି ଛାତ୍ରଛାତ୍ରୀ
ଭୁବନେଶ୍ୱର ୦୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଉତ୍କଳ ବିଶ୍ବବିଦ୍ୟାଳୟର ପକ୍ଷରୁ ଆଜି ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ଲୋକର୍ପିତ ହୋଇଯାଇଛି। ଏହି ପ୍ରକଳ୍ପ ଜରିଆରେ ଯୁକ୍ତତିନି ସମେତ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ରାଷ୍ଟ୍ରୀୟ ଉଚ୍ଚତର!-->…