କେବଳ ଶାସକ ବଦଳିଲେ ସ୍ବେଚ୍ଛାଚାର ହଟିବାର ଗ୍ୟାରେଣ୍ଟି ନାହିଁ: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ନିର୍ବାଚନ ବଳରେ ଶାସକ ବଦଳାଇ ଦେବା ପାଇଁ ଜନତାଙ୍କର ଥିବା ସାମାନ୍ୟ ଅଧିକାର ନିର୍ବାଚିତଙ୍କ ସ୍ବେଚ୍ଛାଚାର ବଦଳାଇ ଦେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି ଏନ୍ଭି ରମଣା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,!-->…