ଟ୍ବିଟରକୁ ନୂଆ ଆଇଟି ନିୟମ ପାଳନ କରିବାକୁ ପଡ଼ିବ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ସାଇଟ୍ ଟ୍ବିଟରକୁ ଭାରତ ସରକାରଙ୍କ ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ପାଳନ କରିବାକୁ ପଡ଼ିବ। ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ନିର୍ଦେଶ ଦେଇଛନ୍ତି। ନୂଆ ନିୟମ ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଥିବା ଟ୍ବିଟରକୁ କୋର୍ଟ କହିଛନ୍ତି, ଯଦି!-->…