ନୂଆ ‘ଡିଜିଟାଲ୍ ନିୟମ’କୁ ଚାଲେଞ୍ଜ୍ କରି ଅଦାଲତକୁ ଗଲା ‘ହ୍ବାଟ୍ସ୍ଆପ୍’
ନୂଆଦିଲ୍ଲୀ: ଆଜି ଲାଗୁ ହେଉଥିବା ସରକାରଙ୍କ ନୂଆ ‘ଡିଜିଟାଲ୍ ନିୟମାବଳି’କୁ ଚାଲେଞ୍ଜ୍ କରି ମଙ୍ଗଳବାର ଦିନ ‘ହ୍ବାଟ୍ସ୍ଆପ୍’ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଛି। ଏହି ନିୟମାବଳୀ କାରଣରୁ ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ କରିବା ଲାଗି ‘ହ୍ବାଟ୍ସ୍ଆପ୍’ ବାଧ୍ୟ କରିବ ବୋଲି!-->…