Browsing Tag

ରିପୋର୍ଟ

ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ଅରୁଣ ଜେଟଲୀ – ଧର୍ମେନ୍ଦ୍ର ପ୍ରଧାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ

ଗାଡ଼ି କାଗଜପତ୍ର RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢିବା ସହ ପଲ୍ୟୁସନ୍ ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୮ : ଗାଡ଼ି କାଗଜପତ୍ର ଅବଧିକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢ଼ିଲା। ଡିସେମ୍ବର ୩୧ ଯାଏଁ ଅବଧି ବଢ଼ାଯାଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍

ଅନଲକ-୪: ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଖୋଲିବ ମେଟ୍ରୋ !

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଅଗଷ୍ଟ ୩୧ ପରେ ଦେଶରେ ଅନଲକ-୪ ଲାଗୁ ହେବ। ଏନେଇ ମାନସମନ୍ଥନ ମଧ୍ୟ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଅନଲକ-୪ରେ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ, ସେନେଇ ଆଲୋଚନା ଆରମ୍ଭ ହୋଇଛି। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ଅନଲକ-୪ରେ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପ୍ରମାଣ ଖୋଜୁଛି କ୍ରାଇମ୍‌ ବ୍ରାଞ୍ଚ, ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୮: ସମାଜ ସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଜି ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଆବେଦନ ଆବେଦନକରିଛି। ତଦନ୍ତ ଘେରରେ ଥିବା ବ୍ୟକ୍ତିଙ୍କ ଟେଷ୍ଟ ପାଇଁ ଆବଦେନରେ

ଅଦାଲତ ଅବମାନନା ମାମଲା : କ୍ଷମା ମାଗିବି ନାହିଁ- ପ୍ରଶାନ୍ତ ଭୂଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮:ଅଦାଲତ ଅବମାନନା ମାମଲାଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଏହା ତାଙ୍କ ମତ ଥିଲା ଏବଂ ତାହା ଉପରେ ସେ ଅଟଳ ଅଛନ୍ତି। ବିଚାରପତିଙ୍କ ବିରୋଧରେ ନିଜ ଟୁଇଟ୍‌ ପାଇଁ ଅଦାଲତ  

କାଲିମେଳା ଅଂଚଳରୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି…

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଂଚଳରୁ ମାଓବାଦୀଙ୍କ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରାଯାଇଛି । ପ୍ରାପ୍ତ ସୂଚନା

ଅଶାନ୍ତ କଂଗ୍ରେସରେ ‘‘ଚିଠି ବୋମା’’, ସାତ ଘଣ୍ଟିଆ ନାଟକ‌ରେ ଯବନିକା, ବିନା ପରିବର୍ତନରେ ବୈଠକ ଶେଷ ,କଂଗ୍ରେସର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ସ୍ଥାୟୀ ଓ ପ୍ରଭାବୀ ନେତୃତ୍ବ ନେଇ ୨୩ ବଡ଼ ନେତାଙ୍କ ‘‘ଚିଠି ବୋମା’’ ଓ ଏହାର ପରବର୍ତୀ ସମୟରେ କଥିତ ‘‘ ବିଜେପି ସହ ବୁଝାମଣା’’ ବିବାଦୀୟ ବିବୃତି ପରେ  କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କୌଣସି ନିଷ୍କର୍ଷରେ ଶେଷ ହୋଇଛି। ମାତ୍ର ଏହାପରେ

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ/ଚଣ୍ଡିଗଡ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂକ୍ରାନ୍ତରେ ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । https://twitter.com/mlkhattar/status/1297889527604719616 ସେ

ଲଗାଣ ବର୍ଷାରେ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ର କୟାଁଗୋଲା ବ୍ରୀଜ ନିକଟରେ ଧସିଥିବା ୧୫୦ ଫୁଟ ଆପ୍ରୋଚ ରୋଡର ଅସ୍ଥାୟୀ…

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଗତ ୨୦ ତାରିଖର ଲଗାଣ ବର୍ଷାରେ ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ ବୋଡକ ଠାରେ କୟାଁଗୋଲା ବ୍ରୀଜର ଆପ୍ରୋଚ ରୋଡରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିଲା । ଫଳରେ

କୋମାରେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ: ଉତ୍ତରାଧିକାରୀ ନେଇ କଳ୍ପନାଜଳ୍ପନା ଆରମ୍ଭ – ଦାୟିତ୍ୱଭାର…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ କୋମାରେ ଥିବା ଜଣାପଡିଛି। କିମ୍ ଜୋଙ୍ଗ କୋମାରେ ଥିବା ନେଇ ତାଙ୍କର ଜଣେ ପୂର୍ବତନ ସହକର୍ମୀ ସୂଚନା ଦେଇଛନ୍ତି। ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟ
error: Content is protected !!
Open chat