ଆଉ ୫୪ଟି ଚାଇନିଜ ଆପ୍ ରଦ୍ଦ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ ୧୪/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପୁଣି ଥରେ ଦେଶରେ ରଦ୍ଦ ହେଲା ଚାଇନିଜ୍ ଆପ। କେନ୍ଦ୍ର ସରକାର ଏଥର ପ୍ରାୟ ୫୪ଟି ଚାଇନିଜ୍ ଆପ୍ ରଦ୍ଦ କରିଛନ୍ତି। ସମସ୍ତ ଆପ୍ ଗୁଡିକର ତାଲିକା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ପଡିନାହିଁ। ମାତ୍ର ସରକାର ସେହି ୫୪ଟି ଆପ୍ ଉପରେ ପ୍ରତିବନ୍ଧକ!-->…