ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ
ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ!-->…