ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ!ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟରର କମ୍ପ୍ୟୁଟର ହ୍ୟାକ, ପ୍ରଧାନମନ୍ତ୍ରୀଙ୍କ ଠାରୁ…
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ :ସେପ୍ଟେମ୍ବର ଆରମ୍ଭରୁ ଚୀନ୍ ଦ୍ବାରା କରାଯାଇଥିବା ତଥ୍ୟ ଚୋରି ଘଟଣା ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି)ର ଅନେକ କମ୍ପ୍ୟୁଟରକୁ ହ୍ୟାକରଙ୍କ ଦ୍ୱାରା ହ୍ୟାକ୍ କରାଯାଇଥିବା ଜଣା ପଡ଼ିଛି |!-->…