ସର୍ବସାଧାରଣ ସ୍ଥାନରେ ଧାରଣା ଓ ପ୍ରତିବାଦ ବନ୍ଦ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ :ଏଣିକି ସର୍ବସସାଧାରଣ ସ୍ଥାନରେ ଧାରଣା କିମ୍ବା ପ୍ରତିବାଦ ସଭା କରି ପାରିବେନି ଆନ୍ଦୋଳନକାରୀ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶାହିନବାଗରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ବିରୋଦ୍ଧ!-->…