Browsing Tag

available

ଡିସେମ୍ବର ଶେଷ ସୁଦ୍ଧା ଉପଲବ୍ଧ ହେବ ୨୦୦ କୋଟିରୁ ଊର୍ଦ୍ଧ୍ବ ଟିକା

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ମହାମାରୀର ମୁକାବିଲା ପାଇଁ କୋଭିଡ ଟିକାକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଏବେ ଜୋରସୋରରେ ଚାଲିଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ଯୋଗାଣ…

ଆଜି ମଧ୍ୟ ରାତ୍ରିରୁ ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା

ମୁମ୍ବାଇ : ଆଜି ମଧ୍ୟରାତି (ରବିବାର-ସୋମବାର ରାତି ୧୨ଟା ୩୦ମିନିଟ) ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ…

ଟିକା ପାଇଁ କିଛି ସପ୍ତାହର ଅପେକ୍ଷା – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ

ଦେଶରେ କୋଭିଡ -୧୯ ସଂକ୍ରମଣ ମାମଲା ହ୍ରାସପାଉଛି। ଫଳରେ ଏବେ ଦେଶରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି। ଆଜି କରୋନା ମହାମାରୀ ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ…

କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନ‌ାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନ‌ାହିଁ। ଖୁବ ଶୀଘ୍ର ଦେଶବାସୀ କରୋନା ଟିକା ନେବେ। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିବା ସମୟରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗ୍ରା…

ଜାନୁଆରି ପ୍ରଥମଭାଗ ସୁଦ୍ଧା ଭାରତରେ କରୋନା ଟିକାକୁ ଅନୁମତି ମିଳିବା ସମ୍ଭାବନା : ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ : କରୋନା ଟିକାକୁ ସାରା ଦେଶର ଲୋକେ ଅପେକ୍ଷା କରିଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡଃ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା ଟିକା ଆସିଯିବ ବୋଲି ସେ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଭାରତରେ ଟିକା ଗୁଡ଼ିକର…
error: Content is protected !!
Open chat