ଭିଡିଓକନ୍କୁ କିଣିବ ଅନିଲ ଅଗ୍ରୱାଲ୍ଙ୍କ ସଂସ୍ଥା ବେଦାନ୍ତ
					
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ବେଣୁଗୋପଳ ଧୁତ୍ଙ୍କ ଇଲେକ୍ଟ୍ରୋନିକ୍ସ କଂପାନି ଭିଡିଓକନ୍କୁ କିଣିବା ଲାଗି ଅନିଲ ଅଗ୍ରୱାଲ୍ଙ୍କ ସଂସ୍ଥା ବେଦାନ୍ତ  ଆଗ୍ରହ ପ୍ରକାଶ କରିଛି। 
Vcon logo new
ଆମେରିକାର ଏଇଟ୍ କ୍ୟାପିଟାଲ୍ ନାମକ ସଂସ୍ଥା ସହ ମିଶି ବେଦାନ୍ତ!-->!-->!-->!-->!-->!-->!-->…				
						