ଭିଡିଓକନ୍‌କୁ କିଣିବ ଅନିଲ ଅଗ୍ରୱାଲ୍‌ଙ୍କ ସଂସ୍ଥା ବେଦାନ୍ତ

0 571
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ବେଣୁଗୋପଳ ଧୁତ୍‌ଙ୍କ ଇଲେକ୍ଟ୍ରୋନିକ୍ସ କଂପାନି ଭିଡିଓକନ୍‌କୁ କିଣିବା ଲାଗି ଅନିଲ ଅଗ୍ରୱାଲ୍‌ଙ୍କ ସଂସ୍ଥା ବେଦାନ୍ତ ଆଗ୍ରହ ପ୍ରକାଶ କରିଛି।

Vcon logo new

ଆମେରିକାର ଏଇଟ୍‌ କ୍ୟାପିଟାଲ୍ ନାମକ ସଂସ୍ଥା ସହ ମିଶି ବେଦାନ୍ତ ବିଡ୍‌ ଦାଖଲ କରିଛି। ଭିଡିଓକନ୍‌କୁ କିଣିବା ଲାଗି ୧୧ଟି ବିଡ୍‌ ଆସିଛି। ସେଥି ମଧ୍ୟରୁ ବେଦାନ୍ତର ବିଡ୍‌ ଅନ୍ୟତମ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

1 × five =

error: Content is protected !!
Open chat