Browsing Tag

Bhadrak

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୬/୦୮:ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ବୈତରଣୀ ନଦୀର ଜଳ ନିଷ୍କାସିତ ଯୋଗୁଁ ଭଣ୍ଡାରିପୋଖରୀ ମାଳଦା ପଂଚାୟତର ସରତା…

ଲଗାଣ ବର୍ଷାରେ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ର କୟାଁଗୋଲା ବ୍ରୀଜ ନିକଟରେ ଧସିଥିବା ୧୫୦ ଫୁଟ ଆପ୍ରୋଚ ରୋଡର ଅସ୍ଥାୟୀ…

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଗତ ୨୦ ତାରିଖର ଲଗାଣ ବର୍ଷାରେ ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ ବୋଡକ ଠାରେ କୟାଁଗୋଲା ବ୍ରୀଜର ଆପ୍ରୋଚ ରୋଡରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିଲା । ଫଳରେ…

ଆରଡ଼ିସ୍ଥ ପ୍ରଗତି ଯୁବକ ସଂଘର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆଖଣ୍ଡଳମଣି କ୍ଷେତ୍ର ଚତୁଃପାର୍ଶ୍ୱ ଅଞ୍ଚଳକୁ ସାନିଟାଇଜ…

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଭଦ୍ରକ ଜିଲ୍ଲାସ୍ଥ ଆରଡ଼ି ପଞ୍ଚାୟତ ଅଞ୍ଚଳରୁୁ ୩୧ ଜଣ କୋରାନା ପଜେଟିଭ ଚିହ୍ନଟ ପରେ ସଂପୃକ୍ତ ଆରଡ଼ି ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପାଇଁ ସଟଡାଉନ କରିବା ସହ ଆଖଣ୍ଡଳମଣି ପୀଠକୁ କଣ୍ଟେନ୍ଟମେଣ୍ଟ ଜୋନ କରାଯାଇଛି । ଏହି ସମୟରେ…

ଭଦ୍ରକ ସାଂସଦ ଦମ୍ପତ୍ତି କରୋନା ଆକ୍ରାନ୍ତ: ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ…

ଭଦ୍ରକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭଦ୍ରକ ସାଂସଦ ଦମ୍ଫତ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କୋଭିଡ ପଜିଟିଭ ନେଇ ନିଜେ ସୂଚନା ଦେଇଛନ୍ତି। ଭଦ୍ରକ ସାଂସଦ ମଞ୍ଜୁଲତା…

ଆରଡ଼ି-ଯାଜପୁର ଜାତୀୟ ରାଜପଥ: ଲଗାଣ ବର୍ଷାରେ କୟାଁଗୋଲା ବ୍ରୀଜ ନିକଟରେ ଦେଢ଼ଶହ ଫୁଟର ଆପ୍ରୋଚ ରୋଡ ଧସିଲା

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୦/୦୮ : ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଆରଡ଼ି-ଯାଜପୁର ଜାତୀୟ ରାଜପଥର ବୋଡକ ଠାରେ ଗତ ୨ ଦିନର ଲଗାଣ ବର୍ଷାରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ…

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ: ସାଠିବାଙ୍କୁଡ଼ା ଗ୍ରାମର ଗୋଟିଏ ପରିବାରରୁ ୬ କରୋନା ପଜିଟିଭ ଚିହ୍ନଟ – ଓଳଗ…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୨୦/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତର ସାଠିବାଙ୍କୁଡ଼ା ଗ୍ରାମରେ ଗୋଟିଏ ପରିବାରର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଷାଠିବାଙ୍କୁଡ଼ା ଗାଁକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ କରାଯାଇଛି । ଏହାସହ…

ଚାନ୍ଦବାଲି ବ୍ଲକ ଭାଟପଡ଼ା: ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଟ୍ରିକ ବୋର୍ଡ଼ ପରୀକ୍ଷାର କୃତି…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୬/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡ଼ାର ଗୋବିନ୍ଦ ନାୟକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାଟ୍ରିକ (ଦଶମ) ବୋର୍ଡ଼ ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି…

ଭଦ୍ରକ ଜିଲ୍ଲା ବାଂଶଡା ଅନ୍ତର୍ଗତ ଷଣ୍ଢଗଢ଼ା ଗାଁରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା ଅଭିଯୋଗ : ୨ଅଭିଯୁକ୍ତ…

ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ପୂର୍ବ ଶତ୍ରୁତା ଓ ଟଙ୍କା ନେଣ-ଦେଣକୁ କେନ୍ଦ୍ର କରି, ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଷଣ୍ଢଗଢ଼ା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ଷଣ୍ଢଗଡା ଗାଁର ଦୁଃଶାସନ ସାହୁଙ୍କ ପୁଅ…

ମହିମା ମଣ୍ଡିତ “ବାବାମଣି” : ଅଲୌକିକ ସେ ପୀଠ ‘ଆରଡ଼ି ଧାମ’

ଆରଡି ରୁୁ ସ୍ୱତନ୍ତ୍ର ଉପସ୍ଥାପନା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପୀଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର…
error: Content is protected !!
Open chat